ଅନ୍ତରାଷ୍ଟ୍ରୀୟ ଏସିଆ କପରେ ପାକିସ୍ତାନ ମାରିଲା ବାଜି: ଏହି ପାଞ୍ଚଟି କାରଣ ଯୋଗୁଁ ହାରିଲା ଭାରତ ଦୁବାଇ: ଦୁବାଇରେ ଖେଳାଯାଇଥିବା ଏସିଆ କପ୍ର ସୁପର-୪ ରେ ପାକିସ୍ତାନ ୫ ୱିକେଟରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ…