ଆଜିର ଖବର ଧର୍ମଶାଳାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ, ଗାଡି ଉପରେ ଠେଙ୍ଗା ପାହାର ସମୀକ୍ଷା ବ୍ୟୁରୋ: ଆଜି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ହୋଇଛି। ଶତାଧିକ ଲୋକେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ହେଲେ ତାଙ୍କ…