ହୃଦୟବିଦାରକ ଅଘଟଣ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଝାଙ୍କରପଡ଼ାରେ ଘଟିଛି ହୃଦୟବିଦାରକ ଅଘଟଣ। କ୍ରିକେଟ୍ ଖେଳୁଥିବା ବେଳେ ବର୍ଷାରୁ ବଞ୍ଚିବା ପାଇଁ ଗଛ ତଳେ ଆଶ୍ରୟ…