ଅନ୍ତରାଷ୍ଟ୍ରୀୟ ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ଭାରତ ତାର ନାଗରିକମାନଙ୍କୁ ଇରାନ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇଛି। ସଦ୍ୟତମ ପରାମର୍ଶରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ,…