ଆଜିର ଖବର ଦୁର୍ନୀତି ରୋକିବା ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଜାରି କରିବେ ହ୍ବାଟସ୍ ଆପ୍ ନମ୍ବର ଚଣ୍ଡିଗଡ: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଆଜି ଭଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ଘୋଷଣା କରିଛନ୍ତି।…