Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: କରୋନାରେ ମୃତ୍ୟୁବରଣ କରିଥିବା ବନ୍ଧୁଙ୍କୁ ୧ ଲକ୍ଷର ସହାୟତା ରାଶି ଦେଲେ ଗୋଦାବରୀଶ ବିଦ୍ୟାପୀଠର ସହପାଠୀ
ଆଞ୍ଚଳିକ

ବାଣପୁର: କରୋନାରେ ମୃତ୍ୟୁବରଣ କରିଥିବା ବନ୍ଧୁଙ୍କୁ ୧ ଲକ୍ଷର ସହାୟତା ରାଶି ଦେଲେ ଗୋଦାବରୀଶ ବିଦ୍ୟାପୀଠର ସହପାଠୀ

July 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରି କରୋନାର କରାଳରେ ପୀଡିତ ହୋଇ ତା ୦୨/୦୫/୨୧ ରିଖରେ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇ ଯାଇଥିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଅନ୍ତରକିଆରୀ ଗ୍ରାମର ସରୋଜ ସାମନ୍ତରାୟ।ସ୍ତ୍ରୀ, ପୁଅ ଓ ଝିଅକୁ ଏକାକରି ସେ ଚାଲିଯାଇଥିଲେ। ହେଲେ ପରିବାରର ଏଭଳି ଦୁର୍ଦ୍ଦିନ ସମୟରେ ସରୋଜଙ୍କ ବନ୍ଧୁମାନେ ସହାୟତାର ହାତ ବଢାଇଛନ୍ତି। ସରୋଜଙ୍କ ୧୯୮୪ ମସିହା ବାଣପୁର ଗୋଦାବରୀଶ ବିଦ୍ୟାପୀଠର ସ୍କୁଲ ସହପାଠୀମାନେ, ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ପୂର୍ବରୁ ମାନସିକ ଓ ଶାରୀରିକ ଭାବେ ସାହାଯ୍ୟ କରିଆସିଥିବା ବେଳେ ଆଜି କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି।

ସରୋଜଙ୍କ ସ୍କୁଲ ସହପାଠୀ ମାନେ ଆର୍ଥିକ ସହଯୋଗର ହାତ ବଢାଇ ଏକ ଲକ୍ଷ ଟଙ୍କାର ଫିକ୍ସ ଜମା ରାଶି ବଣ୍ଡ ଆଜି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ହସ୍ତାନ୍ତର କରିଥିଲେ। ଏହି ମହତ୍କାଂକ୍ଷୀ କାର୍ଯ୍ୟରେ ସୁଶାନ୍ତ ପଟ୍ଟନାୟକ, ଲଷ୍ମୀଧର ପ୍ରଧାନ, ଶ୍ରୀମନ୍ତ ମହାପାତ୍ର, ସୁନୀଲ କୁମାର ନନ୍ଦ, ଧରଣୀଧର ଜାଲି ଓ ଅଶୋକ ପାତ୍ରଙ୍କ ଯୋଗଦାନ ସରାହଣୀୟ ରହିଥିଲା। ୧୯୮୪ ବ୍ୟାଚର ସହପାଠୀମାନେ ପୂର୍ବରୁ ଗଠିତ କରିଥିବା “ସ୍କୁଲ ମେଟ୍ ହ୍ଵାଟ୍ସଆପ ଗ୍ରୁପ” ମାଧ୍ୟମରେ ଏହି ମହତ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ପରସ୍ପର ପରସ୍ପରକୁ କୃତଜ୍ଞତା ଜଣାଇଛନ୍ତି।

ଆର୍ଥିକ ସାହାଯ୍ୟ କରୋନାରେ ମୃତ୍ୟୁ ଗୋଦାବରୀଶ ବିଦ୍ୟାପୀଠ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026
Latest News

ପରିସ୍ରା ପୋଡ଼ା ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

April 13, 2026

‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

April 13, 2026

ଶେଷ ହେବ ତେଲ ଏବଂ ଏଲପିଜି ସଙ୍କଟ!: ଓଡ଼ିଶା ଓ ଗୁଜୁରାଟରେ ପହଞ୍ଚିଲା ଦୁଇଟି ବଡ଼ ଟ୍ୟାଙ୍କର୍

April 13, 2026

ମାରି ନେଲେ ମଙ୍ଗରାଜେ ହାରିଗଲେ ପାତ୍ରେ, ବିଜେଡି ରାଜ୍ୟସଭା ରାଜନୀତି

April 13, 2026

MI କୁ RCB ପରାସ୍ତ କରିବା ପରେ ବଦଳିଲା ପଏଣ୍ଟ ଟେବୁଲର ସ୍ଥିତି: ଜାଣନ୍ତୁ ଶୀର୍ଷରେ କିଏ?

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.