ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆସନ୍ତାକାଲି (ଅକ୍ଟୋବର ୦୫ ତାରିଖ) ରେ ୨ ହଜାର ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।
ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:
ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)
୧- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୮.୩୦ ରୁ ୧ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୨- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- (ସମୟ ସକାଳ ୮.୩୦ ରୁ ୧ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
ଅଫଲାଇନ ଟୀକାକରଣ:
୩ – ଦାମିଆବରବରା ଗ୍ରାପ- (ସମୟ ସକାଳ ୯ ରୁ ୩ ଟା):
– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– (ସମୟ ସକାଳ ୯ ରୁ ୪ଟା):
-୫୦ ଟି ପ୍ରଥମ ଡୋଜ, ୪୫ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୦୫ ଡୋଜ
୫– ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- (ସମୟ ସକାଳ ୯ ରୁ ୧ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୬- ମୋରାମୋରି ପଞ୍ଚାୟତ କାର୍ଯ୍ୟାଳୟ (ମୋରାମୋରି ଗ୍ରାପ)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୮୫ ଟି ପ୍ରଥମ ଡୋଜ, ୧୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୦୫ ଡୋଜ
୭– ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର (ଦୁଇଟି ଯାକ)– (ସମୟ ସକାଳ ୯ ରୁ ୫ ଟା):
– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୮- କମ୍ୟୁନିଟି ସେଣ୍ଟର (ୱାର୍ଡ -୨ , ବାଣପୁର ଏନଏସି) (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ– (ସମୟ ସକାଳ ୮.୩୦ ରୁ ୧ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ– (ସମୟ ସକାଳ ୮.୩୦ ରୁ ୧ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୧- ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ– (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୨- ନନ୍ଦପୁର (ମେଘାମ୍ବରି ମନ୍ଦିର ପାଖ)- (ସମୟ ସକାଳ ୮.୩୦ ରୁ ୧ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୩- ଗାଲୁଆ ଗ୍ରାମ ପଞ୍ଚାୟତ (ଭୀମପୁର ଉ.ପ୍ରା ବିଦ୍ୟାଳୟ)– (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୪- ଭୁଷକାପଡ଼ା ଗ୍ରାମ (ଭବାନୀପୁର ଗ୍ରାପ)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୫- ବାତ୍ୟା ଆଶ୍ରୟସ୍ଥଳୀ (କୁଲେଇ ଗ୍ରାପ)- (ସମୟ ସକାଳ ୮.୩୦ ରୁ ୧ ଟା):
– ୭୫ ଟି ପ୍ରଥମ ଡୋଜ, ୨୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୦୫ ଡୋଜ
୧୬- ଆୟତ୍ତପୁର ପଞ୍ଚାୟତ କାର୍ଯ୍ୟାଳୟ (ଆୟତ୍ତପୁର ଗ୍ରାପ) (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୦୫ ଡୋଜ
୧୭- ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ (ଦେଓଗାଁ ଗ୍ରାପ) (ସମୟ ସକାଳ ୮.୩୦ ରୁ ୧ ଟା):
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୮- ତୋରସିଂହ ପଞ୍ଚାୟତ କାର୍ଯ୍ୟାଳୟ (ତୋରସିଂହ ଗ୍ରାପ)- (ସମୟ ଅପରାହ୍ନ ୧.୩୦ ରୁ ୫ ଟା)
– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୧୯- କମ୍ୟୁନିଟି ସେଣ୍ଟର (ୱାର୍ଡ -୧, ବାଣପୁର ଏନଏସି) (ସମୟ ଅପରାହ୍ନ ୧.୩୦ ରୁ ୫ ଟା):
– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ
୨୦- କମ୍ୟୁନିଟି ସେଣ୍ଟର (ୱାର୍ଡ -୧୫, ବାଣପୁର ଏନଏସି) (ସମୟ ସକାଳ ୮.୩୦ ରୁ ୧ ଟା):
– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ