Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଜଧାନୀରେ ଅତ୍ୟାଧୁନିକ ‘ରୁଟ୍‌-ଜି’ ସେଲୁନ ଓ ସ୍ପା ଉଦ୍‌ଘାଟିତ
ଆଞ୍ଚଳିକ

ରାଜଧାନୀରେ ଅତ୍ୟାଧୁନିକ ‘ରୁଟ୍‌-ଜି’ ସେଲୁନ ଓ ସ୍ପା ଉଦ୍‌ଘାଟିତ

November 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀସ୍ଥିତ ଲୁଇସରୋଡ଼ ତଥା କେଦାରଗୌରୀ ମନ୍ଦିର ନିକଟରେ ସବୁ ସୁବିଧା ଥିବା ଏକ ଅତ୍ୟାଧୁନିକ ଏବଂ ଆକର୍ଷଣୀୟ ‘ରୁଟ୍‌-ଜି’ ସେଲୁନ ଓ ସ୍ପା ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଏହି ‘ରୁଟ୍‌-ଜି’ ସେଲୁନ ଓ ସ୍ପା ସେଣ୍ଟରକୁ ଜଟଣୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ ଉଦ୍‌ଘାଟନ କରି ବମ୍ବେ ଓ ଦିଲ୍ଲୀଠାରେ ଥିବା ସ୍ପା ସେଣ୍ଟରଠାରୁ ଏହା ଅଧିକ ଉନ୍ନତଧରଣର ବୋଲି କହିଥିଲେ। ଭଲ ପରିବେଶ ଏବଂ ଏଥିରେ ସବୁ ପ୍ରକାର ସୁବିଧା ଥିବାବେଳେ ଆସନ୍ତା ଦୁଇମାସ, ନୂଆବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ୨୫ ପ୍ରତିଶତ ରିହାତି ବ୍ୟବସ୍ଥା ଯୁବପିଢିଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ।

ଅଭିନେତ୍ରୀ ତଥା ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ସ୍ପା ସେଣ୍ଟରରେ ସବୁ ବର୍ଗର ଲୋକଙ୍କ ପାଇଁ ମନଲୋଭା ସୁବିଧା ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବା ପାଇଁ ଘୋଷଣା କରିଛନ୍ତି।

ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ନେତ୍ରୀ ମୀରା ପରିଡ଼ା ଉପସ୍ଥିତ ରହି ଏହି ଅନୁଷ୍ଠାନକୁ ଆଶୀର୍ବାଦ କରିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ସବୁ ସୁବିଧା ଯୋଗାଇବା ଉଦ୍ୟମ ଜାରି ରହିଲେ ରୁଟ୍‌-ଜିର ଭବିଷ୍ୟତ ଦିନକୁ ଦିନ ଉଜ୍ଜ୍ୱଳ ହେବ ବୋଲି ଆଶାପ୍ରକାଶ କରିଥିଲେ।

ରାଜଧାନୀର ଯୁବପିଢିମାନେ ଏହି ରୁଟ୍‌-ଜି ସ୍ପା ସେଣ୍ଟରକୁ ଆସି ଏହାର ସୁବିଧା ଉପଲବ୍ଧି କରିବା ପାଇଁ ପରିଚାଳନା ନିର୍ଦ୍ଦେଶିକା ପ୍ରିୟଙ୍କା ଦାସ ଅନୁରୋଧ କରିଛନ୍ତି।

ଅତ୍ୟାଧୁନିକ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଆଜି ଭୁବନେଶ୍ୱର ଅନେକ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ଯୋଗାଣ: ଜାଣନ୍ତୁ କେଉଁଠି ଓ କେତେବେଳେ?

March 10, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.