Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରେଢାଖୋଲରେ ମନିଷ୍ ଅନୁରାଗ ସ୍ମୃତିରେ ଶିଶୁମେଳା
ଆଞ୍ଚଳିକ

ରେଢାଖୋଲରେ ମନିଷ୍ ଅନୁରାଗ ସ୍ମୃତିରେ ଶିଶୁମେଳା

November 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ମନିଷ୍ ଅନୁରାଗ ସ୍ମୃତିରେ ସାରା ଫାଉଣ୍ଡେସନ୍ ତରଫରୁ ତିନିଦିନିଆ ଶିଶୁମେଳା ଅନୁଷ୍ଠିିତ ହୋଇଯାଇଛି। ଏହି ଶିଶୁମେଳାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନିଷ ସ୍ୱଳ୍ପ ସମୟ ମଧ୍ୟରେ ସମ୍ବଲପୁର , କୋରାପୁଟ ଆଦି ଅଂଚଳର ଅରଣ୍ୟ ମଣିଷ ମାନଙ୍କ ସହ ବସବାସ କରିବା ସହ ସେମାନଙ୍କୁ ନେଇ, ସେମାନଙ୍କ ସହ ଦେଖିଥିବା କିଛି ସ୍ୱପ୍ନ, ମଣିଷ ଦ୍ୱାରା ହାତ ତିଆରି ଦ୍ରବ୍ୟ ଓ ସେମାନଙ୍କ ଦ୍ୱାରା ସଂଗୃହିତ ବନ ଜାତ ଦ୍ରବ୍ୟ ସବୁର ଉଚିତ୍ ବିଜ୍ଞାପନ ଓ ଅନ୍‌ଲାଇନ୍ ମାର୍କେଟିଙ୍ଗର ଆବଶ୍ୟକତା ସଂପର୍କରେ ସଚେତନତା କରୁଥିଲେ।

ସାରା ଫାଉ୍‌ଣ୍ଡେସନର ପ୍ରତିଷ୍ଠାତା ମାନିନୀ ମିଶ୍ର ଯୋଗଦେଇ ମନିଷ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଶିଶୁ ମେଳାରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାାରେ ଯୋଗଦେବାକୁ ବକ୍ତବ୍ୟ ରଖିଥିଲେ। ଖେଳ ଶିକ୍ଷକ ସୁକାନ୍ତ କୁମାର ପ୍ରଧାନ ରଙ୍ଗ ତୂଳି ଦେବା ସହ , ଶିଶୁଙ୍କ ବିଷୟ ବସ୍ତୁର ଦୀଗ ଉପରେ ସମ୍ୟକ୍ ଧାରଣା ଦେଇଥିଲେ।

ବିଦ୍ୟାଳୟର ସୁବ୍ରତ ବେହେରା ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ। ଡାକ୍ତର ରାମକ୍ରିଷ୍ନ ପତି ଯୋଗଦେଇ ସାରା ଫାଉଣ୍ଡେସନ ତଥା ପିଲାଙ୍କ ପାଇଁ ଚିତ୍ରାଙ୍କନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ଆଗାମୀ ସାରା ଫାଉଣ୍ଡେସନ୍ ରେଢାଖୋଲର ବିଭିନ୍ନ ସ୍ଥାନରେ ଏଇଭଳି କାର୍ଯ୍ୟକ୍ରମ କରିବ ବୋଲି ଜଣା ପଡିଛି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Latest News

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.