Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୁବନେଶ୍ୱର ମୁରବୀ ତଥା ସମାଜସେବୀଙ୍କ ପରଲୋକ
ଆଞ୍ଚଳିକ

ଭୁବନେଶ୍ୱର ମୁରବୀ ତଥା ସମାଜସେବୀଙ୍କ ପରଲୋକ

April 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ମୁରବୀ ତଥା ସମାଜସେବୀଙ୍କ ପରଲୋକ

ଭୁବନେଶ୍ୱର : ଭୁବନେଶ୍ୱରର ପୁରୁଣା ମୁରବୀ ତଥା ସମାଜସେବୀ ହରିହର ବରିଶଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥଥିଲେ । ତାଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ବଡ଼ଗଡ଼, ବ୍ରହ୍ମେଶ୍ୱର ଓ ଆଖପାଖ ଅଂଚଳର ମୁରବୀ ଥିଲେ । ଟଙ୍କପାଣି ରୋଡ଼୍ ବ୍ୟବସାୟୀ ସଂଘର ଦିର୍ଘ ବର୍ଷ ସଭାପତି ଭାବେ କାର୍ଯ୍ୟ ସମ୍ପାଦନ କରିବା ଜଗନ୍ନାଥ ଆଶ୍ରମର ସଭାପତି ଭାବେ କାର୍ଯ୍ୟ କରିବା ସହ ସମାଜସେବାରେ ଜଡ଼ିତଥିଲେ ।

ସେ ମେଳାପି ଓ ମିଷ୍ଠଭାସୀ ଯୋଗୁଁ ସେ ସମସ୍ତଙ୍କ ଆଦର ପାଲଟିଥିଲେ । ତାଙ୍କର ମୃତ୍ୟୁ ପରେ ବିଧାୟକ ସୁରେଶ କୁମାର ରାଉତରାୟ, କର୍ପୋରେଟର ସନ୍ତୋଷ ସିଂ, ପୂର୍ବତନ କର୍ପୋରେଟର ପ୍ରତାପ ଜେନା, ପୁଷ୍ପା ଦାସ, ଟଙ୍କପାଣି ରୋଡ଼୍ ବ୍ୟବସାୟୀ ସଂଘର ସଭାପତି ଗୋଲକ ଦାସ, ସମସ୍ତ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଶେଷ ଦର୍ଶନ ରିବା ସହ ଶୋକବ୍ୟକ୍ତ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Latest News

ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆରମ୍ଭ ହେଲା ୭ ଦିନିଆ କାଳୀପୂଜା

October 21, 2025

ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା: ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

October 21, 2025

‘ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ, ଗମ୍ଭୀର, ଅଗରକରଙ୍କୁ ହଟାଅ…’: ସିଦ୍ଧୁଙ୍କ ଭାଇରାଲ ପୋଷ୍ଟରେ ବଢିଲା ବିବାଦ

October 21, 2025

ଜେନେଭାଠାରେ ଅନୁଷ୍ଠିତ ମିଳିତ ଜାତିସଙ୍ଘର କାର୍ମଶାଳାରେ ଯୋଗ ଦେଲେ ଅପରାଜିତା ଷଡଙ୍ଗୀ

October 21, 2025

ନୂଆପଡା ବିଧାନସଭା ଉପନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କଲେ ୧୭ ପ୍ରାର୍ଥୀ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.