Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆମେରିକାରେ ବୈଜ୍ଞାନିକ ଦିଲ୍ଲୀରେ ବାହାଘର, ଓଡ଼ିଶାରେ ଭୋଜି
ଆଞ୍ଚଳିକ

ଆମେରିକାରେ ବୈଜ୍ଞାନିକ ଦିଲ୍ଲୀରେ ବାହାଘର, ଓଡ଼ିଶାରେ ଭୋଜି

June 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ନାକଟିଦେଉଳ ମାଟିର ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି।

ଯୁବବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ବିହାରର ଭାଗଲପୁର ବାସିନ୍ଦା ଶାଳିନୀ ସିଂଙ୍କୁ ଦିଲ୍ଲୀର ଏକ ହୋଟେଲରେ ବୈଦିକ ରୀତିନୀତିରେ ବିବାହ ହୋଇଛନ୍ତି। ଉଭୟଙ୍କ ବାହା ଘରରେ ଓଡ଼ିଶା ତଥା ବାହାର ରାଜ୍ୟର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇ ଉଭୟଙ୍କୁ ଆର୍ଶିବାଦ ଦେଇଛନ୍ତି।

ଏହି ବିବାହ ଉତ୍ସବରେ ବହୁ ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ମଧ୍ୟ ଯୋଗଦେଇଥିଲେ। ଉଭୟ ଆମେରିକାରେ ରହୁଛନ୍ତି। ବୈଜ୍ଞାନିକ ଧିରେନ୍ କୁମାର ପ୍ରଧାନ ଆମେରିକାର “ଓଆକ୍ ରାଇଡ଼୍ ନ୍ୟାଶନାଲ୍ ଲାବରେଟୋରିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ବେଳେ ନବବିବାହିତା ପତ୍ନୀ ଆମେରିକାର “ପେନ୍ସିଲ୍ ଭାନିଆ ଷ୍ଟେଟ୍ ୟୁନିଭର୍ ସିଟିରେ” ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ବୈଜ୍ଞାନିକ ଧିରେନ୍ ପ୍ରଧାନଙ୍କ ଠାରୁ ତାଙ୍କ ପତ୍ନୀ ୧ ହଜାର କିମି ଦୂରରେ କାର୍ଯ୍ୟରତ ଥିବା ପ୍ରକାଶ କରିଛନ୍ତି।

ଓଡିଶା ନାକଟିଦେଉଳ
Share. Facebook Twitter LinkedIn Email WhatsApp Copy Link

Related Posts

କିସିଣ୍ଡାରେ ବନାଗ୍ନୀ ସଚେତନତା ଓ ନିରାକରଣ ସଚେତନତା ସଭା

February 9, 2026

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

Odisha AI Park: ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026
Latest News

ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କ ଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳୀ

February 10, 2026

ଆଜି ୧୦ ହଜାର ଟଙ୍କା କମିଲା ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

February 10, 2026

Coal Exchange Proposal Approved: କୋଲ ଏକ୍ସଚେଞ୍ଜ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ଏନଏସଇ

February 10, 2026

ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନରେ ​​ମହାୟୁତିର ବିପୁଳ ବିଜୟ: ଖୁସି ବ୍ୟକ୍ତ କଲେ ଏକନାଥ ସିନ୍ଦେ

February 10, 2026

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.