Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ସମାଜସେବୀ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ଚମ୍ପତ୍ତିରାୟଙ୍କ ପରଲୋକ
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ସମାଜସେବୀ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ଚମ୍ପତ୍ତିରାୟଙ୍କ ପରଲୋକ

October 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠିତ ସମାଜସେବୀ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ଚମ୍ପତ୍ତିରାୟଙ୍କ ପରଲୋକ

କାଇପଦର: ଖୋର୍ଦ୍ଧା ଜିଲ୍ଲାର ଜଣେ ପ୍ରତିଷ୍ଠିତ ସମାଜ ସେବୀ ତଥା ଶିକ୍ଷାବିତ ବିଚିତ୍ରା ନନ୍ଦ ଚମ୍ପତ୍ତିରାୟଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 94 ବର୍ଯ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡିଛି।

ବିଚିତ୍ରା ନନ୍ଦନ ଖୋର୍ଦ୍ଧା କାଇପଦର ଅଞ୍ଚଳର ଜଣେ ପ୍ରତିଷ୍ଠିତ ଶିକ୍ଷାବିତ ଥିଲେ। ସେ କାଇପଦର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାତା ଥିଲେ। ସେହିପରି କାଇପଦର କଲେଜର ମଧ୍ୟ ସେ ପ୍ରତିଷ୍ଠାତା ଥିଲେ। ତାଙ୍କର ମଝିଆ ଜାମାତା ହେଉଛନ୍ତି ପ୍ରତିଷ୍ଠିତ ପରିବେଶ ବିତ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ଲୋକାର୍ପିତ

October 21, 2025

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025
Latest News

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025

ଏସିଆ କପ୍ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିସିସିଆଇ ପ୍ରସ୍ତୁତ

October 21, 2025

ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

October 21, 2025

ଜନ ସୂରାଜ ପ୍ରାର୍ଥୀଙ୍କୁ ଉଠେଇନେଲା କି ବିଜେପି?: ସାଂଘାତିକ ଅଭିଯୋଗ ଆଣିଲେ ପ୍ରଶାନ୍ତ କିଶୋର

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.