Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଟଗାଁରେ ତୃତୀୟ ବାର୍ଷିକ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍
ଆଞ୍ଚଳିକ

ବାଟଗାଁରେ ତୃତୀୟ ବାର୍ଷିକ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍

December 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବାଟଗାଁ ଠାରେ ଭଲିବଲ୍ କମ୍ପ୍ଲେକ୍ସ ଆନୁକୂଲ୍ୟରେ ଶରତ କୁମାର୍ ପ୍ରଧାନ ଓ ସତ୍ୟବ୍ରତ ସେଠି ଙ୍କର ପରିଚାଳନାରେ ଦିବାରାତ୍ର ଭଲିଵଲ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇଥିଲା। ଏହି କ୍ରୀଡା ସମାବେଶରେ ରାଉରକେଲାର ରାଇଜିଙ୍ଗ୍ କ୍ଲବ୍ କେ ଭି ସି,ଭୁବନେଶ୍ବର ହଷ୍ଟେଲ, ବରଗଡ଼, ପାରାଦ୍ବୀପ ପୋର୍ଟ ଟ୍ରଷ୍ଟ,ଓଡିଶା ପୁଲିସ୍ ଓ ନୟାଗଡ ଟିମ୍ ଭାଗ ନେଇ ଥିଲେ।

ଏହି ଟୁର୍ଣ୍ଣାମେଣ୍ଟ୍ ରେ ଆକାଶ ସାହୁ, ରୋଶନ୍ ସାହୁ ଓ ମନୋରଞ୍ଜନ ପଣ୍ଡା ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଫାଇନଲ୍ ଖେଳରେ ରାଇଜିଙ୍ଗ୍ କ୍ଲବ୍ ରାଉରକେଲା ଭୁଵନେଶ୍ବର ହଷ୍ଟେଲ୍ କୁ ୨.୦ ରେ ପରାଜିତ କରି ଚମ୍ପିୟାନ୍ ଭାବେ ଘୋଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସମାଜ ସେବୀ ତଥା ପୁର୍ବତନ ବ୍ଲକ୍ ଚେୟାରମ୍ୟାନ ସୁଦର୍ଶନ ସାହୁ, ଯୁବନେତା ଆସଫ୍ ଅଲ୍ଲୀ ଖାନ୍, ବାଟଗାଁ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ, ସମାଜସେବୀ ଶଙ୍କର ଵେହେରା, ସମିତି ସଭ୍ୟ ପ୍ରଵୀଣ ପ୍ରଧାନ ଓ ଇଂରାଜୀ ଅଧ୍ୟାପକ ଅନୀଲ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ଏହି ଉସତ୍ସବ ରେ ଗ୍ରାମବାସୀ, ଜନ ପ୍ରତିନିଧି ଗଣ ଓ ଵିଭିନ୍ନ ଅନୁଷ୍ଠାନ ର ଖେଳ ଶିକ୍ଷକ ମାନେ ସହଯୋଗ କରିଥିଲେ।

ବାଟଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ଚାଲାଣ ହେଉଥିବା ବେଳେ ଶିଶୁକୁ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ଉଦ୍ଧାର

September 3, 2026

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: ଗୁରୁ ଦିବସ ଓ ଶିଶୁ ଦିବସରେ ଉତ୍ସବ ପାଳନ ସହ ଚାଲିବ ପାଠପଢା

September 3, 2026

ଜଗତପୁର ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

September 3, 2026

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ତାମିଲନାଡୁରେ ନିର୍ମାଣ ହେବ ନୂତନ ସଚିବାଳୟ ଏବଂ ବିଧାନସଭା

September 3, 2026

ଲକ୍ଷ୍ନୌରେ ଏୟାର ଇଣ୍ଡିଆର ଜରୁରୀକାଳୀନ ଅବତରଣ: ବିମାନର ଥିଲେ ୧୫୫ ଯାତ୍ରୀ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.