Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭୀମଟାଙ୍ଗିରେ ଦୋଳ ଯାତ୍ରା ଆରମ୍ଭ
ଆଞ୍ଚଳିକ

ଭୀମଟାଙ୍ଗିରେ ଦୋଳ ଯାତ୍ରା ଆରମ୍ଭ

March 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୀମଟାଙ୍ଗିରେ ଦୋଳଯାତ୍ରା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ରାଧାକୃଷ୍ଣ ଓ ଦୋଳ ଗୋବିନ୍ଦଙ୍କ ପ୍ରତିମୂର୍ତିଙ୍କୁ ଭକ୍ତମାନଙ୍କ ଘର ଦ୍ୱାର ନିକଟକୁ ଯାଇ ଭୋଗ ଲାଗି କରାଯାଉଛି। ସୁସଜ୍ଜିତ ବିମାନ ଯୋଗେ ଠାକୁର ଯାତ୍ରା କର ଦୋଳର ଚାର୍ଚେରୀ ଭାଗ ଲାଗି କରାଯାଉଛି।

ପ୍ରଥମେ ଉପର ଫେଜ୍ ଏହା ପରେ ତଳ ଫେଜ୍ ଓ କପିଳପ୍ରସାଦ ଅଂଚଳରେ ଏହି ଦୋଳଯାତ୍ରା କରାଯାଇଛି। ବିଧି ଅନୁଯାୟୀ ପୂଣ୍ଣମୀ ତିଥିରେ ପାଞ୍ଜି ପଠନ କରାଯିବ। ଏହାକୁ ସମିତିର କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ଷଡ଼ଙ୍ଗୀ, କର୍ପୋରେଟର ଶିବ ନାରାୟଣ ରାୟ ଓ ସଭ୍ୟମାନେ ପରିଚାଳଣା କରିଥିଲେ।

ଭୀମଟାଙ୍ଗି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାନୁୟାରୀ ୧୭ ତାରିଖ ଶନିବାରରେ ଆଠଟି ରାଶି ମଧ୍ୟାହ୍ନ ବେଳେ ପାଇବେ ଶୁଭ ଖବର

January 17, 2026

ଆଜି ଜାନୁୟାରୀ 16 ତାରିଖ ଶୁକ୍ରବାରରେ ଏହି ରାଶିର ଭାଗ୍ୟଚକ୍ର ରହିଛି ସମୃଦ୍ଧ

January 16, 2026

ଜାନୁୟାରୀ ୧୫ ତାରିଖ, ଜାଣନ୍ତୁ କ’ଣ ରହିଛି ଆଜିର ରାଶିଫଳର ପ୍ରଭାବ?

January 15, 2026

ଆଜି ଜାନୁୟାରୀ ୧୪ ତାରିଖ ବୁଧବାରରେ ପାଞ୍ଚୋଟି ରାଶି ଉପରେ ସନ୍ତୁଷ୍ଠ ଅଛନ୍ତି କୁବେର ଦେବ

January 14, 2026
Latest News

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

January 17, 2026

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.