Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀରେ ରାମ ନବମୀ ପାଳନ, ବାହାରିଲା ବାଇକ୍ ରାଲି
ଆଞ୍ଚଳିକ

ନାଚୁଣୀରେ ରାମ ନବମୀ ପାଳନ, ବାହାରିଲା ବାଇକ୍ ରାଲି

March 31, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
RamNavami
ନାଚୁଣୀରେ ରାମ ନବମୀ ପାଳନ, ବାହାରିଲା ବାଇକ୍ ରାଲି

ନାଚୁଣୀ: ଏ ବର୍ଷର ରାମ ନବମୀ ଦେଶର କୋଣ ଅନୁକୋଣ ରେ ପାଳିତ ହେଉଥିବା ସମୟରେ ନାଚୁଣୀ ରେ ସ୍ଥାନୀୟ ଅଞ୍ଚଳ ର ଯୁବକ ମାନଙ୍କ ପ୍ରୟାସ ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଯାହା କି, ଉଦୀୟମାନ ଯୁବକ ସାଇ ଅମିତ୍ ମହାପାତ୍ର ଙ୍କ ନେତୃତ୍ଵ ରେ ନାଚୁଣୀ ବାଇପାସ୍ ସନ୍ନିକଟ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ନାଚୁଣୀ ବଜାର ମଧ୍ୟ ଦେଇ କଉଡ଼ିଖଣି ଠାରେ ସମାପ୍ତ ହୋଇଥିଲା ଏବଂ ଏଥିରେ ଯୁବକ ମାନେ ଜୟ ଶ୍ରୀ ରାମ ନାରା ଦେଇ ଆଗକୁ ବଢ଼ି ଦିବସ ଟିକୁ ସୋହାର୍ଦ୍ଦ୍ୟ ପୂର୍ଣ୍ଣ କରିଥିଲେ।

ଶାନ୍ତି ଶୃଙ୍ଖଳା ନିମନ୍ତେ ନାଚୁଣୀ ଥାନା ପୋଲିସ ଏଥିରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ। ଯୁବକ ମାନଙ୍କ ମଧ୍ୟରେ ଶୁଭମ୍ ତ୍ରିପାଠୀ, ତୋଫାନ ବେହେରା,ବାଦଲ ସୁବୁଦ୍ଧି ,ସାଇ ମହାପାତ୍ର ,ସୋମ ପ୍ରଧାନ ଆଦି ପ୍ରମୁଖ ଯୋଗ ଦେଇଥିଲେ।

RamNavami ନାଚୁଣୀ ରାମ ନବମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.