Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବିଳମ୍ବିତ ରାତ୍ରିରେ ଘରେ ପଶି ଲୁଟ ଅଭିଯୋଗ
ଆଞ୍ଚଳିକ

ବାଣପୁର: ବିଳମ୍ବିତ ରାତ୍ରିରେ ଘରେ ପଶି ଲୁଟ ଅଭିଯୋଗ

June 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରି ହୋଇଥିବା ଜଣାପଡିଛି।

ସୂଚନା ମୁତାବକ ବାଣପୁର ଏନଏସି ବିଶରପାଟଣା ଗ୍ରାମ ବାସିନ୍ଦା ଭଗବାନ ସାହୁ ଗତକାଲି କୌଣସି କାର୍ଯ୍ୟରେ ବାହାରକୁ ଘର ତାଲା ପକାଇ ଯାଇଥିଲେ। ତେବେ ଆଜି ସକାଳେ ଗ୍ରାମକୁ ଫେରି ଦେଖିଲା ବେଳକୁ ଘର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ଆସବାବପତ୍ର ଲୁଟି ନେଇଛନ୍ତି। ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନକଦ ଟଙ୍କା ଲୁଟ ହୋଇଥିବାର ବାଣପୁର ଥାନାରେ ଭଗବାନ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୋଲିସ କେସ ନମ୍ବର ୨୫୨/୨୩ ରେ ଏକ ଚୋରି ମାମଲା ରୁଜୁ କରି ସିସିଟିଭି ସହଯୋଗରେ ତଦନ୍ତ ଜାରି ରଖିଛି।

ଅଳଙ୍କାର ଚୋରି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026

ଦେଶବ୍ୟାପୀ ଲକଡାଉନ୍ ହେବ କି?: ଜାଣନ୍ତୁ କ’ଣ କହିଲେ ଭାରତ ସରକାରର ମନ୍ତ୍ରୀ ହରଦୀପ ପୁରୀ?

March 27, 2026

ଜମ୍ମୁ କାଶ୍ମୀର ବିଧାନସଭାରେ ‘ଇସ୍ରାଏଲ ମୁର୍ଦ୍ଦାବାଦ’ ସ୍ଲୋଗାନ: ବିଜେପି ଏବଂ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସଂଘର୍ଷ

March 27, 2026

ଲକଡାଉନର ମିଥ୍ୟା ଖବର ପ୍ରସାରଣ କରିବା ମହଙ୍ଗା ପଡିଲା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.