Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅସହାୟର ସାହା ହେଲେ ପୁରୀ ଟାଉନ ଥାନା ଅଧିକାରୀ: ମୃତକଙ୍କୁ ସ୍ୱର୍ଗଦ୍ୱାରରେ କଲେ ଶବଦାହ
ଆଞ୍ଚଳିକ

ଅସହାୟର ସାହା ହେଲେ ପୁରୀ ଟାଉନ ଥାନା ଅଧିକାରୀ: ମୃତକଙ୍କୁ ସ୍ୱର୍ଗଦ୍ୱାରରେ କଲେ ଶବଦାହ

October 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପୁରୀ ଟାଉନ ଥାନାଧିକାରୀ ସୁନୀଲ ପ୍ରଧାନ ପୁଣିଥରେ ମାନବିକତା ଦେଖାଇଛନ୍ତି। ଜଣେ ଅସହାୟ ବ୍ୟକ୍ତିଙ୍କ ଶବକୁ ଥାନାଧିକାରୀ ଶ୍ରୀ ପ୍ରଧାନ ସସମ୍ମାନେ ସ୍ୱର୍ଗଦ୍ୱାରରେ ଦାହ ସତ୍କାର କରିଛନ୍ତି।

ସୂଚନା ମୁତାବକ ଟାଉନ ଥାନା ବାଲିସାହିର ଗୋପାଳ ବେଗ (୫୬) ନାମକ ଜଣେ ଅସହାୟ ବ୍ୟକ୍ତି ଯିଏକି ଶ୍ରୀ ମନ୍ଦିର ଉତ୍ତରଦ୍ୱାରରେ କଦଳୀ ପତ୍ର ବିକି ଗୁଜୁରାଣ ମେଣ୍ଟାଉଥିଲେ, ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। କିନ୍ତୁ ଦୁଃଖର ବିଷୟ ଗୋପାଳଙ୍କ ଶବ ସତ୍କାର ନିମନ୍ତେ ତାଙ୍କ ପରିବାରବର୍ଗ ଅମଙ୍ଗ ହୋଇଥିଲେ।

ଉକ୍ତ ଖବର ଟାଉନ ଥାନାଧିକାରୀ ପାଇ ସଙ୍ଗେସଙ୍ଗେ ଗୋପାଳଙ୍କ ଶବ ସତ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ପରିଶେଷରେ ଥାନାଧିକାରୀଙ୍କ ସମେତ ଅଞ୍ଚଳର ଅନ୍ୟ ୩ ଭଦ୍ରବ୍ୟକ୍ତି ଗୋପାଳଙ୍କ ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସସମ୍ମାନେ ସତ୍କାର କରାଇଥିଲେ।

ଟାଉନ ଥାନାଧିକାରୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଉକ୍ତ କାର୍ଯ୍ୟକୁ ପୁରୀ ଅଂଚଳବାସି ଉଚ୍ଚ ପ୍ରଶଂସା କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଜୁନ୍‌ ୨୫ ଯାଏଁ ସକାଳୁଆ ସ୍କୁଲ

June 18, 2026

ଆଇପିଏସ ଦୟାଲ ଗଙ୍ଗୱାର ସସପେଣ୍ଡ

June 18, 2026

ସକାଳୁଆ ସ୍କୁଲ ପାଇଁ ଦାବି କଲା ଓଷ୍ଟା

June 18, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026

ରେଢ଼ାଖୋଲରେ ଚୋରି ମାମଲାର ପର୍ଦ୍ଦାଫାଶ: ୨ ଗିରଫ, ବିପୁଳ ସାମଗ୍ରୀ ଜବତ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.