Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆରୋଗ୍ୟ ଭାରତୀର ବିଶ୍ଵ ଯୋଗ ଦିବସ ପାଳିତ
ଆଞ୍ଚଳିକ

ଆରୋଗ୍ୟ ଭାରତୀର ବିଶ୍ଵ ଯୋଗ ଦିବସ ପାଳିତ

June 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହର ଗାନ୍ଧୀ ନଗର ଠାରେ ଆରୋଗ୍ୟ ଭାରତୀ ଓ ମହର୍ଷି ଦୟାନନ୍ଦ ଯୋଗ କେନ୍ଦ୍ର ମିଳିତ ଯୋଗ ଶିବିର ପୂର୍ଣ୍ଣ ଚନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ, ଯୋଗ ଭାରତୀ ଉତ୍କଳ ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଡା. ଏ. ବାଳକୃଷ୍ଣ ଯୋଗଦେଇ ଯୋଗ ପ୍ରଦର୍ଶନ ସହ କହିଲେ ଯୋଗ ଆଜି ଋଷି ମାନଙ୍କ ମଧ୍ୟରେ ସୀମିତ ନରହି ବୈଶ୍ୱିକ ସ୍ଵାସ୍ଥ୍ୟ ସଂଜୀବନୀ ହୋଇ ପାରିଛି। ଯୋଗ ଦ୍ଵାରା ମନ ଶରୀର ବିନା ମୂଲ୍ୟରେ ବିନା ପ୍ରତିକ୍ରିୟାରେ ଦୁଃସାଧ୍ୟ ରୋଗ ସବୁ ଭଲ ହୋଇ ପାରୁଛି ଏଣୁ ସମସ୍ତେ ନିତ୍ୟ ଯୋଗ ପ୍ରାଣାୟାମ ଆସନ କରିବାକୁ ପରମର୍ଶ ଦେଇଥିଲେ। କେଉଁ ଯୋଗ ଦ୍ଵାରା କେଉଁ ରୋଗ ଭଲ ହେଉଛି ବିଷଦ ଭାବେ କହିଥିଲେ।

ଏଠାରେ ସତ୍ୟନାରାୟଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପାତ୍ର , ପୂର୍ଣ୍ଣିମା ବେହେରା, ବିଭୂତି ଭୂଷଣ ପଣ୍ଡା, ଗୋପିନାଥ ବେହେରା, ସୁଦର୍ଶନ ପଣ୍ଡା, ଇନ୍ଦିରା ପଟ୍ଟନାୟକ, କେ.ସୁଧିର ଆଦି ବହୁ ସଭ୍ଯ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026
Latest News

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.