Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଵାଣପୁର-ବାଲୁଗାଁ ରୋଟାରୀ କ୍ଳଵ ପକ୍ଷରୁ ଵୃକ୍ଷ ରୋପଣ ସପ୍ତାହ ପାଳନ
ଆଞ୍ଚଳିକ

ଵାଣପୁର-ବାଲୁଗାଁ ରୋଟାରୀ କ୍ଳଵ ପକ୍ଷରୁ ଵୃକ୍ଷ ରୋପଣ ସପ୍ତାହ ପାଳନ

July 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଵନ ମହୋତ୍ସବ ସପ୍ତାହ ପାଳନ ଅଵସରରେ ପ୍ରତି ଵର୍ଷ ପରି ଚଳିତ ଵର୍ଷ ପରିଵେଶର ସୁରକ୍ଷା ନିମିତ୍ତ ଵାଣପୁର ବାଲୁଗାଁ ରୋଟାରୀ କ୍ଳଵ ଆଜି ତାର ଵୃକ୍ଷ ରୋପଣର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅଲାଇଡିହ ହାଇସ୍କୂଲ ପରିସରରେ ପ୍ରାୟ ୬୦ ଟି ବିଭିନ୍ନ ପ୍ରକାରର ଯଥା ପିଜୁଳି, ଜାମୁ, ଆମ୍ଵ, ଲିମ୍ଵ, ଵଉଳ, ଓ ଆକାଶିଆ ଆଦି ଗଛର ଚାରା ରୋପଣ କରିଅଛି। ଏଥିରେ କ୍ଳଵ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, ସମ୍ପାଦକ ଅଶୋକ ନାୟକ ଓ ପ୍ରାକ୍ତନ ସଭାପତି ଵିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ନନ୍ଦକିଶୋର ମିଶ୍ର, ଗୋପାଳ ଚନ୍ଦ୍ର ନାୟକ, ରଵିନାରାୟଣ ପାଲ ଓ ସଭ୍ଯ ସଚ୍ଚିଦାନନ୍ଦ ସେଠି, ଚିନ୍ତାମଣୀ ମିଶ୍ର, ସୁନୀଲ ପାତ୍ର, ସୋମନାଥ ସୁଵୁଦ୍ଧି, ହିମାଶୁ ପାତ୍ର, ପ୍ରଶନ୍ନ ସାମନ୍ତରାୟ ଓ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଦ୍ଵିତୀୟ ପର୍ଯ୍ୟାୟରେ ବାଲୁଗାଁ ରାଜୀଵ ନଗର ମନ୍ଦିର ଓ କ୍ଳବ ପରିସରରେ ଆସନ୍ତା କାଲି, ତୃତୀୟ ପର୍ଯ୍ୟାୟରେ ଆସନ୍ତା ସୋମଵାର ଗଵପଦର ପ୍ରାଥମିକ ଵିଦ୍ଯାଳୟ ଓ ନୂଆଗଡ଼ ଉଚ୍ଚ ପ୍ରାଥମିକ ଵିଦ୍ଯାଳୟ ପରିସରରେ, ଓ ଚତୁର୍ଥ ପର୍ଯ୍ୟାୟରେ ମେଘାମ୍ଵରୀ ମନ୍ଦିର ପଛରେ ଥିଵା ମଙ୍ଗରାଜ ପୁର ଶ୍ମଶାନ ପରିସରରେ ପ୍ରାୟ ୨୦୦ ଗୋଟି ଭିନ୍ନ ଭିନ୍ନ ଗଛର ଚାରା ସଵୁ ରୋପଣ କରାଯିଵାର ଯୋଜନା କରାଯାଇଛି। ଚିଲିକା ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର ସମସ୍ତ ଚାରା ଯୋଗାଇ ଵାରେ ସହଯୋଗ କରିଥିଲେ।

ଵାଣପୁର-ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଇରାନ ଯୁଦ୍ଧ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି !

May 20, 2026

ପୁରା ଗାଁ ମିଶି ମାରିଦେଲେ : ଯୁବକଙ୍କୁ ପିଟିପିଟି ହତ୍ୟା

May 20, 2026

ବେଆଇନ ପଥର ଖଣିରେ ରେଡ

May 20, 2026

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଆଜି ମହାପ୍ରଭୁଙ୍କ ବନକଲାଗି

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.