Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଇକ୍ ସହ ମଦ ଜବତ ଜଣେ ଗିରଫ
ଆଞ୍ଚଳିକ

ବାଇକ୍ ସହ ମଦ ଜବତ ଜଣେ ଗିରଫ

August 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ବେଆଇନ ଭାବେ ମଦ ଚୋରା ଚାଲାଣ ହେଉ ଥିବା ବେଳେ ରେଢ଼ାଖୋଲ ଅବକାରୀ ବିଭାଗ ମଙ୍ଗଳବାର ମଧୁପୁର ଗାଁ ନିକଟରୁ ମଙ୍ଗଳବାର ଚଢାଉ କରି ବାଇକ୍ ସହ ବିଅର୍ ଓ ମଦ ଜବତ କରିଛି। ଏହି ବେଆଇନ କାରବାରରେ ସଂପୃକ୍ତ ଅଭିଯୁକ୍ତକୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଝାରଖଣ୍ଡ ରାଜ୍ୟ ବୋକାରୋ ଜିଲ୍ଲା ଵୋକାରୋ ଷ୍ଟିଲ ସିଟିର ଅଭିଶେଖ ଗୁପ୍ତା (୪୦)। ଅବକାରୀ ବିଭାଗ ଅଭିଯୁକ୍ତଙ୍କ ପାଖରୁ ବିଅର ଓ ମଦ ଜବତ କରିଛି।

ଗିରଫ ଅଭିଯୁକ୍ତ ଜଣଙ୍କ ଓଡ଼ି ୨୮ ଏ ୭୮୦୬ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳରୁ ଵିଅର ଓ ମଦ ଧରି ରେଢ଼ାଖୋଲ ଅଭିମୁଖେ ଆସୁଥିବା ବେଳେ ସୂଚନା ପାଇ ଅବକାରୀ ବିଭାଗ ଚଢାଉ କରି ଥିଲେ। ଚଢାଉ କରି ଅଭିଯୁକ୍ତ ପାଖରୁ ମଦ ଓ ବାଇକ୍ ଜବତ କରା ଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ତାରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

December 27, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ବାଲୁଗାଁ ମହାବିଦ୍ୟାଳୟ‌ର ଅର୍ଥନୀତି ବିଭାଗ ପକ୍ଷରୁ ଏକ-ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025
Latest News

ଡାକ୍ତରଙ୍କ ହସ ଓ ଆଶ୍ୱାସନା ହିଁ ରୋଗୀକୁ ପ୍ରକୃତରେ ସୁସ୍ଥ କରିଥାଏ – ଧର୍ମେନ୍ଦ୍ର ପ୍ରଧାନ

December 28, 2025

ରାଶିଫଳ: ଡିସେମ୍ବର ୨୮ ରବିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ହେବ ଉଜ୍ଜଳ

December 28, 2025

ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ

December 27, 2025

ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ ପୁନଃବିକାଶ ପ୍ରଗତିର ସମୀକ୍ଷା

December 27, 2025

ଜମ୍ମୁ କାଶ୍ମୀରର ବରଫାବୃତ ଅଞ୍ଚଳରେ ୩୦ ରୁ ୩୫ ଆତଙ୍କବାଦୀ ସକ୍ରିୟ, ସେନାର ଅପରେସନ୍ ଆରମ୍ଭ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.