Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖାରେ ୬୮ତମ ବୀମା ସପ୍ତାହ ପାଳିତ
ଆଞ୍ଚଳିକ

ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖାରେ ୬୮ତମ ବୀମା ସପ୍ତାହ ପାଳିତ

September 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୬୮ ତମ ବୀମା ସପ୍ତାହ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶାଖା ପରିଚାଳକ ଅନୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥି କ୍ରୀଷ୍ଣା ଶୀକାରି ସିକୋକାଇ କରାଟି ଜାତୀୟ ପଦାଧିକାରୀ, ରଜତ କୁମାର ମହନ୍ତ ବିଶିଷ୍ଟ କ୍ରୀଡାବିତ୍, ଦେବଦତ୍ତ ପାତ୍ର ବିଶିଷ୍ଟ ବ୍ୟବସାୟୀ, ଶାଖା ପରିଚାଳକ ଅନୟ କୁମାର ମହାନ୍ତି, ଉପ ଶାଖା ପରିଚାଳକ ଆଲୋକ ତୀକ୍ରୀ, ଉନ୍ନୟନ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ପ୍ରମୋଦ ସାହୁ, ସିଏଲଆଇ ସଭାପତି ଅମିତାଭ ପଟ୍ଟନାୟକ, ଭବାନୀ ଶଙ୍କର ସୁବୁଦ୍ଧି, ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଶିବଶକ୍ତି ଶାସମଲ, ଦିଲ୍ଲିପ କୁମାର ସ୍ବାଇଁ, ତୃତୀୟ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପ୍ରଦୀପ ବଳବନ୍ତରାୟ, ଆସ୍ତିକ କୁମାର ଦଳେଇ।

ନିଗମର ସୁଗମ ସଂଗିତ ସମୂହ ଗାନ କରିଥିଲେ। ପ୍ରଥମେ ବକ୍ତବ୍ୟ ପ୍ରଦାନ କରିଥିଲେ ଶାଖା ପରିଚାଳକ ଅନୟ କୁମାର ମହାନ୍ତି, ଭାରତୀୟ ଜୀବନ ବୀମା ଉପରେ ଆଲୋକପାତ କରିଥିଲେ। ୧୯୫୬ ମସିହାରୁ ଆରମ୍ଭ ହୋଇ ଆଜି ୬୮ ବର୍ଷରେ ପଦାର୍ପଣ କରିଛି , ଭାରତୀୟ ଜୀବନ ବୀମା ନିରନ୍ତର ଭାବରେ ଲୋକ ମାନଙ୍କୁ ସେବା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ବକ୍ତବ୍ୟ ପ୍ରଦାନ କରିଥିଲେ କ୍ରୀଷ୍ଣା ଶୀକାରି, ପ୍ରମୋଦ ସାହୁ।

LIC ବାଲୁଗାଁ ଶାଖା ଭାରତୀୟ ଜୀବନ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ତୃତୀୟ ମାସିକ ବୈଠକ

September 6, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.