Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖାରେ ୬୮ତମ ବୀମା ସପ୍ତାହ ପାଳିତ
ଆଞ୍ଚଳିକ

ଭାରତୀୟ ଜୀବନ ବୀମା ବାଲୁଗାଁ ଶାଖାରେ ୬୮ତମ ବୀମା ସପ୍ତାହ ପାଳିତ

September 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା କାର୍ଯ୍ୟାଳୟରେ ୬୮ ତମ ବୀମା ସପ୍ତାହ ଦିବସ ପାଳନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶାଖା ପରିଚାଳକ ଅନୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥି କ୍ରୀଷ୍ଣା ଶୀକାରି ସିକୋକାଇ କରାଟି ଜାତୀୟ ପଦାଧିକାରୀ, ରଜତ କୁମାର ମହନ୍ତ ବିଶିଷ୍ଟ କ୍ରୀଡାବିତ୍, ଦେବଦତ୍ତ ପାତ୍ର ବିଶିଷ୍ଟ ବ୍ୟବସାୟୀ, ଶାଖା ପରିଚାଳକ ଅନୟ କୁମାର ମହାନ୍ତି, ଉପ ଶାଖା ପରିଚାଳକ ଆଲୋକ ତୀକ୍ରୀ, ଉନ୍ନୟନ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ପ୍ରମୋଦ ସାହୁ, ସିଏଲଆଇ ସଭାପତି ଅମିତାଭ ପଟ୍ଟନାୟକ, ଭବାନୀ ଶଙ୍କର ସୁବୁଦ୍ଧି, ଲିଆଫି ସଂଘର ସଭାପତି ତ୍ରିଲୋଚନ ସାହୁ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ଶିବଶକ୍ତି ଶାସମଲ, ଦିଲ୍ଲିପ କୁମାର ସ୍ବାଇଁ, ତୃତୀୟ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପ୍ରଦୀପ ବଳବନ୍ତରାୟ, ଆସ୍ତିକ କୁମାର ଦଳେଇ।

ନିଗମର ସୁଗମ ସଂଗିତ ସମୂହ ଗାନ କରିଥିଲେ। ପ୍ରଥମେ ବକ୍ତବ୍ୟ ପ୍ରଦାନ କରିଥିଲେ ଶାଖା ପରିଚାଳକ ଅନୟ କୁମାର ମହାନ୍ତି, ଭାରତୀୟ ଜୀବନ ବୀମା ଉପରେ ଆଲୋକପାତ କରିଥିଲେ। ୧୯୫୬ ମସିହାରୁ ଆରମ୍ଭ ହୋଇ ଆଜି ୬୮ ବର୍ଷରେ ପଦାର୍ପଣ କରିଛି , ଭାରତୀୟ ଜୀବନ ବୀମା ନିରନ୍ତର ଭାବରେ ଲୋକ ମାନଙ୍କୁ ସେବା ପ୍ରଦାନ କରିଆସୁଛି ବୋଲି ଶ୍ରୀ ମହାନ୍ତି କହିଥିଲେ। ବକ୍ତବ୍ୟ ପ୍ରଦାନ କରିଥିଲେ କ୍ରୀଷ୍ଣା ଶୀକାରି, ପ୍ରମୋଦ ସାହୁ।

LIC ବାଲୁଗାଁ ଶାଖା ଭାରତୀୟ ଜୀବନ ବୀମା
Share. Facebook Twitter LinkedIn Email WhatsApp Copy Link

Related Posts

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

June 10, 2026

ଜୁନ ୧୦ ତାରିିଖ ବୁଧବାର ଦିନ କଣ ରହିଛି ଆପଣଙ୍କର ଭାଗ୍ୟରେ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 10, 2026

ଆସନ୍ତା ୨୮ ତାରିଖରେ ହେବ OTET

June 9, 2026

ସ୍ୱାସ୍ଥ୍ୟ ସେବା ପାଇଁ ୭୫୫ ନୂଆ ପଦବୀ

June 9, 2026

ଗୃହରକ୍ଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବୃଦ୍ଧି କଲେ ଦୈନିକ ଭତ୍ତା

June 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.