Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚ଼ିଲିକା: ଭାଜପା ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା
ଆଞ୍ଚଳିକ

ଚ଼ିଲିକା: ଭାଜପା ବୁଥ୍ ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା

September 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚ଼ିଲିକା (ସୀତାରାମ ଅଗ୍ରୱାଲ): ଆଜି ଗମ୍ଭାରୀମୁଣ୍ଡା ଠାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ସିଦ୍ଧେଶ୍ବରୀ ମଣ୍ଡଳ ଅନ୍ତର୍ଗତ ଆୟତପୁର, ଦେଓଗାଁ, ଗମ୍ଭାରୀମୁଣ୍ଡା, ତୋରସିଂହ, କୁଲେଇ, ନାଚୁଣୀ ଓ ମୋରାମୋରୀ‌ ପଞ୍ଚାୟତ ର ସମସ୍ତ ବୁଥ୍ ସଭାପତି ମାନଙ୍କୁ ନେଇ ସଦସ୍ୟତା ଗ୍ରହଣ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବରିଷ୍ଠ ନେତା ଗୋଲକ ବିହାରୀ ପଟ୍ଟନାୟକ,ମଣ୍ଡଳ ସଭାପତି ସୌମ୍ୟରଞ୍ଜନ ସାମନ୍ତରାୟ, ବରିଷ୍ଠ ନେତା ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ପ୍ରଭାଶିଷ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା‌ ଅନିତା ପ୍ରଧାନ, ମୋରାମୋରୀ ସରପଞ୍ଚ ବସନ୍ତ ମାଳି, ନାଚୁଣୀ ପଞ୍ଚାୟତ ଭାଜପା ସଭାପତି ଦୟାନିଧି ପଲାଇ, ଦେଓଗାଁ ପଞ୍ଚାୟତ ସଭାପତି ସୁରେଶ ବିଷୋୟୀ, ଆୟତପୁର ପଞ୍ଚାୟତ ସଭାପତି ଦୀପ୍ତିରଞ୍ଜନ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ହରିଚ଼ନ୍ଦନ, ସିଦ୍ଧେଶ୍ୱର ସୁବୁଦ୍ଧି, ମନୋଜ ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତ ଦେବଦୁଲ୍ଲର୍ଭ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ସଦସ୍ୟତା ଗ୍ରହଣ ଅଭିଯାନ ସମ୍ପର୍କରେ ମାର୍ଗଦର୍ଶନ କରାଇବା ସହ ସଂଗଠନର ଆତ୍ମା ସଦସ୍ୟତା ବୋଲି ମତପ୍ରକାଶ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ନିମନ୍ତେ ରାଷ୍ଟ୍ରବାଦୀ ତଥା ଜାତୀୟତାବାଦୀ ଦଳ ଭାରତୀୟ ଜନତା ପାର୍ଟି ପରିବାରରେ ଅଧିକରୁ ଅଧିକ‌ ସଦସ୍ୟତା କରାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କହିଥିଲେ।

ଚିଲିକା ଭାଜପା
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

November 11, 2025

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025
Latest News

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025

କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ପାଇଁ ବଢିଲା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 12, 2025

ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଖିବେ ଅଭିଭାଷଣ

November 12, 2025

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

November 12, 2025

Indian Consumer Market: ଆସନ୍ତାବର୍ଷ ଭାରତ ବିଶ୍ବର ତୃତୀୟ ଗ୍ରାହକ ବଜାର ସୃଷ୍ଟି କରିବ, ସର୍ଭେ ରିପୋର୍ଟ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.