Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: କାର୍ତ୍ତିକ ପୂଜା ମହାଆଡମ୍ବରରେ ପାଳିତ, ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଶ୍ରୀରାମ ମନ୍ଦିର ଆକୃତିର ତୋରଣ
ଆଞ୍ଚଳିକ

ବାଣପୁର: କାର୍ତ୍ତିକ ପୂଜା ମହାଆଡମ୍ବରରେ ପାଳିତ, ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଶ୍ରୀରାମ ମନ୍ଦିର ଆକୃତିର ତୋରଣ

November 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଭଗବତୀ ସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ କାର୍ତ୍ତିକ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି।  ଉକ୍ତ ଅନୁଷ୍ଠାନ ଚଳିତ ବର୍ଷ ୫୧ ବର୍ଷରେ ପାଦ ଥାପିଥିବା ବେଳେ କମିଟି ପକ୍ଷରୁ ଚଳିତ ବର୍ଷ ଭୁବନେଶ୍ୱର ଶ୍ରୀ ରାମ ମନ୍ଦିର ଆକୃତିର ଅବିକଳ ନକଲ ତୋରଣ ନିର୍ମାଣ କରାଯାଇଛି ଯାହାକି ଖୁବ ଚିତାକର୍ଷକ ହୋଇଛି।

ଏହି ଅବସରରେ କମିଟି ସଭ୍ୟମାନଙ୍କ ପକ୍ଷରୁ ଦିନ ତମାମ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ହଜାର ହଜାର ଭକ୍ତ ପ୍ରଭୁ କାର୍ତ୍ତିକେଶ୍ୱର ଦେବଙ୍କ ଦର୍ଶନ ଲାଭ କରିଥିଲେ।

ସୂଚନା ଥାଉକି ବାଣପୁର ଅଞ୍ଚଳର କେବଳ ଭଗବତୀ ସାହି ଠାରେ ହିଁ ପ୍ରତିବର୍ଷ କାର୍ତ୍ତିକେଶ୍ୱର ମୂର୍ତ୍ତି ପୂଜା ପାଆନ୍ତି। ଦୀର୍ଘ ୫୦ ବର୍ଷ ଧରି କମିଟି ସଦସ୍ୟମାନେ ଶୃଙ୍ଖଳିତ ଭାବେ ଉକ୍ତ ପୂଜା ପାଳନ କରିଆସୁଥିବା ବେଳେ ଆସନ୍ତା ୨୬ ତାରିଖରେ କମିଟି ପକ୍ଷରୁ ଏକ ନାଟକର ଆୟୋଜନ କରାଯାଇଛି।

ଉକ୍ତ ନାଟକରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

କାର୍ତ୍ତିକ ପୂଜା ବାଣପୁର ଭୁବନେଶ୍ୱର ଶ୍ରୀ ରାମ ମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଅତିରିକ୍ତ ଡିସିପିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ଡିଜିପି

April 4, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.