Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ର ପୁନଃ ଗଠନ
ଆଞ୍ଚଳିକ

ବାଣପୁର: କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ର ପୁନଃ ଗଠନ

November 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଡୋମଣୀଙ୍କ ମନ୍ଦିରରେ ବୈଶ୍ୟ ସମାଜର ଯୁବକ ସେବା ସଂଘର ପୁନଃ ଗଠନ ହୋଇଯାଇଛି। ବୈଶ୍ୟ ସମାଜର ଯୁବକମାନଙ୍କୁ ନେଇ ଉକ୍ତ ସଭା ଆରମ୍ଭ ହୋଇଥିଲା। ସଭାରେ ପୁରୀ ଅଞ୍ଚଳର ବୈଶ୍ୟ ସଂଘ ର ଉପ ସଭାପତି ଦିଲ୍ଲୀପ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ସଭାକାଯ୍ୟ ଆରମ୍ଭ ହୋଇଥିଲା।

ଉକ୍ତ ସଭାରେ ବାଣପୁରରେ ଥିବା ଚାରି ଗୋଟି ସଂଘର ସଭାପତି ଓ ସମ୍ପାଦକ ଏବଂ ବାଣପୁର ବୈଶ୍ୟ ସଂଘର ଚାରି ଜଣ ପରାମର୍ଶଦାତା ଉପସ୍ଥିତ ରହି ଯୁବକ ସଂଘର ପୁନଃ ଗଠନ ନିମନ୍ତେ ଆଲୋଚନା କରାଯାଇଥିଲା।

ଉକ୍ତ ଆଲୋଚନାରେ ସର୍ବସମ୍ମତି କ୍ରମେ ଯୁବକ ସଂଘର ସଭାପତି ଭାବେ ବିଷ୍ଣୁପ୍ରସାଦ ପାତ୍ର, ସମ୍ପାଦକ କିଷାନ କୁମାର ନାୟକ, କୋଷାଧ୍ୟକ୍ଷ ବିକାଶ କୁମାର ସୁବୁଦ୍ଧି ଏବଂ ପରିଚାଳନା ସଦସ୍ୟ ଭାବେ ସୁଧିର କୁମାର ପାତ୍ର, ରାମ ଚନ୍ଦ୍ର ସୁବୁଦ୍ଧି, ଅରୁଣ କୁମାର ପାତ୍ର, ରୀତିଶି କୁମାର ସୁବୁଦ୍ଧି, ସତୀଶ କୁମାର ପାତ୍ରଙ୍କୁ ଯୁବକମାନେ କରତାଳି ମାରି ସ୍ୱାଗତ ଜଣାଇଥିଲେ।

ପରିଶେଷରେ ଉତ୍ତରାୟିଣି ସଂଘର ସଭାପତି ଅଶୋକ ମାଲୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ହଳନ୍ଦା ଗ୍ରାମରେ ଆସ ସ୍କୁଲ ଯିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

September 19, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଚିଲିକା: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 17, 2025
Latest News

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025

ସୋଆ କ୍ରିଆଟିଭୋର ବାର୍ଷିକ ଶାରଦୀୟ ଉତ୍ସବ ‘ମା-୨୦୨୫’ ଅନୁଷ୍ଠିତ

September 19, 2025

ଜଣେ ସାଧାରଣ ବ୍ୟକ୍ତି ଘରେ କେତେ ସୁନା ରଖିପାରିବେ, କ’ଣ ଅଛି ନିୟମ?

September 19, 2025

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି H3N2 ଭାଇରସ୍, ଜାଣନ୍ତୁ ସୁରକ୍ଷିତ ରହିବାର ଉପାୟ

September 19, 2025

‘ଅପରେସନ ସିନ୍ଦୁରରେ ପାକିସ୍ତାନକୁ ହୋଇଥିଲା ବଡ କ୍ଷତି’: ଲସ୍କର କମାଣ୍ଡରଙ୍କ ସ୍ୱୀକାରୋକ୍ତି

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.