Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ସଚେତନତା ଶିବିର ଅନୁଷ୍ଠିତ
ଆଞ୍ଚଳିକ

ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ସଚେତନତା ଶିବିର ଅନୁଷ୍ଠିତ

May 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ବାସ୍ଥ୍ୟ ହିଁ ସମ୍ପଦ ଭଳି କାର୍ଯ୍ୟକ୍ରମକୁ ସୁଦୁର ପ୍ରସାରି କାର୍ଯ୍ୟକ୍ରମ ହାତକୁ ନେଇ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ସଂଗଠନ ମାରୁତି ପ୍ରାତଃ ଭ୍ରମଣ ସଂଗଠନ ପକ୍ଷରୁ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଯୋଗ ସଂଗଠନ ସଂଚାଳକ କିଶୋର ରାଉତ ମୁଖ୍ୟ ଅତିଥି ଓ ପ୍ରଫେସର ସଚ୍ଚିଦାନନ୍ଦ ପାତ୍ର ଓ ଗୋପାଳକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୋଗ ଓ ପ୍ରାଣାୟାମ ର ଉପଯୋଗ ବିଷୟରେ ମତାମତ ପ୍ରଦାନ କରିଥିଲେ।

ମାରୁତି ପ୍ରାତଃ ଭ୍ରମଣ ସଂଗଠନ ର ଉପଦେଷ୍ଟା ଡଃ ଶଙ୍କର ମାଝୀ ଶିବିର ପରିଚାଳନା କରିଥିବାବେଳେ ସନ୍ୟାସୀନି ନୀଳନାକ୍ଷୀ ଦିଦି ଯୋଗ ଓ ୭ ପ୍ରାଣାୟାମ ର ପ୍ରଶିକ୍ଷଣ ଦେଇଥିଲେ। ସଦାନନ୍ଦ ସେନାପତି ଓ ଗୋବିନ୍ଦ ନାରାୟଣ ପାତ୍ର କାର୍ଯ୍ୟକ୍ରମ ର ବିବରଣୀ ପ୍ରଦାନ କରିଥିଲେ। ପରିଶେଷରେ ୬୦ ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଙ୍କୁ ନେଇ ଏକ ଶୋଭାଯାତ୍ରା ରାମଲିଙ୍ଗେଶ୍ଵର ପାର୍କ ରୁ ବାହାରି ସିଟି ହାଇସ୍କୁଲ୍ ରାସ୍ତା, ହନୁମାନ ବଜାର,ଗିରି ମାର୍କେଟ ଛକ ଓ ଗିରିଜା ଛକ ଇତ୍ୟାଦି ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉପଦେଷ୍ଟା ସଞ୍ଜୟ ସାହୁ ଉପସ୍ଥିତ ଅତିଥି ଗଣ ଓ ଶିବିରାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ରହ୍ମପୁର ସଚେତନତା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025

ଆରଏସଏସ ବାଣପୁର ପକ୍ଷରୁ ଶତାବ୍ଦୀ ଉଦ୍ଘାଟନ ଉତ୍ସବ ଓ ପଥ ସଞ୍ଚଳନ

October 5, 2025
Latest News

ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି ବୈଠକ: ଭୁବନେଶ୍ଵର ସାଂସଦ ଦେଲେ ଏହି ନିର୍ଦ୍ଦେଶ

October 10, 2025

Viksit Odisha 2036: ଭୁବନେଶ୍ୱର ଠାରେ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ମିଳନୀ ଆୟୋଜିତ

October 10, 2025

Travel Health Clinic: ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ଜାତୀୟ ସମ୍ମିଳନୀ, ବିଶେଷଜ୍ଞମାନେ କହିଲେ… 

October 10, 2025

Odisha IAS Reshuffle: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, କେନ୍ଦ୍ରକୁ ଗଲେ ତିନି

October 10, 2025

ମଦ ବିକ୍ରି ବନ୍ଦ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

October 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.