Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଣାଇଗଡ଼ରେ ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ସମ୍ମାନିତ
ଆଞ୍ଚଳିକ

ବଣାଇଗଡ଼ରେ ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ସମ୍ମାନିତ

July 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ପବିତ୍ର ଘୋଷଯାତ୍ରା ଅବସରରେ ଛାତ୍ରଛାତ୍ରୀଙ୍କର ପ୍ରତିଭାର ପରିପ୍ରକାଶ ସହ ଚିତ୍ରକଳାର ବିଭିନ୍ନ ଶୈଳୀକୁ ଶିକ୍ଷାପ୍ରଦାନ କରାଇବା ଉଦ୍ଦେଶ୍ୟରେ ବନବିଭାଗ ବଣାଇଗଡ଼, ସୁନ୍ଦରଗଡ଼ ଜିଲ୍ଲା ପକ୍ଷରୁ ତିନିଦିନିଆ କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଇ ଅବସରରେ ନାକଟିଦେଉଳ ମାଟିର ଚିତ୍ରଶିଳ୍ପୀ ତଥା ଟାଟା ଡ଼ିଏଭି ର କଳାଗୁରୁ ସୁଧୀର କୁମାର ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଛି। ଚିତ୍ର ଶିଳ୍ପୀ ସୁଧୀର ଯୋଗ ଦେଇ ଚିତ୍ରକଳା ଓ ମୁଦ୍ରଣ କଳାର ରିଲିଫ ପ୍ରିଣ୍ଟ (ମାଉଣ୍ଟ ବୋର୍ଡ) ଶୈଳୀ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିଥିଲେ।

ଏହି କର୍ମଶାଳାର ଉଦଯାପନୀ ଉତ୍ସବରେ ବଣାଇ ରାଜାସାହେବ ଵୀରକେଶରୀ ଭଞ୍ଜଦେଓ ଦେବ, ଡ଼ିଏଫଓ ଲଳିତ କୁମାର ପାତ୍ର, ବରିଷ୍ଠ ଶିଳ୍ପୀ ରୁକ୍ମଣୀ ବଲ୍ଲଭ ପ୍ରଧାନ ଓ ବିଶିଷ୍ଟ ହସ୍ତତନ୍ତ ଡିଜାଇନର ଶ୍ୟାମସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ରହି ଚିତ୍ର ଶିଳ୍ପୀ ସୁଧୀର ସ୍ୱାଇଁ ଙ୍କୁ ସମ୍ମାନିତ କରାଯାଇଛି। ଚିତ୍ରଶିଳ୍ପୀ ସୁଧୀର ଓଡିଶା ତଥା ସର୍ବଭାରତୀୟ ବିଭିନ୍ନ ଅଗ୍ରଣୀ କଳା ଅନୁଷ୍ଠାନ,ସଂଗଠନର କର୍ମଶାଳା ଓ ପ୍ରଦର୍ଶନୀ ମାନଙ୍କ ରେ ଅଂଶ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ଜଣେ ପ୍ରତିଷ୍ଠିତ ଶିଳ୍ପୀ ଭାବେ ସୁପରିଚିତ। ଅଧୁନା ସ୍ଥାନୀୟ ଟାଟା ଡ଼ିଏଭି ସ୍କୁଲ ଯୋଡ଼ା ର ଫାଇନ ଆର୍ଟ ବିଭାଗରେ ଛାତ୍ରଛାତ୍ରୀଙ୍କୁ କଳାଶିକ୍ଷା ପ୍ରଦାନ କରି ଆସୁଛନ୍ତି। ସେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସବଡ଼ିଭିଜନ ନାକଟିଦେଉଳ ବ୍ଲକ ସରପାଲିର ବାସିନ୍ଦା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଇସ୍ରାଏଲ ଦେବ ନିଯୁକ୍ତି?: ମୋଦି ଏବଂ ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

February 28, 2026

ବୁଲେଟ୍ ସ୍କୁଟି ମୁହାଁମୁହିଁ ଧକ୍କା: ଚାଳକ ମୃତ, ଅନ୍ୟ ୩ ଗୁରୁତର

February 28, 2026

ନବୀନ ପଟ୍ଟନାୟକ ଘୋଷଣା କଲେ ଦୁଇ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ, ସେମାନଙ୍କ ନାମ ହେଲା

February 28, 2026

ଇରାନ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ: ତେହେରାନ ସମେତ ଅନେକ ସ୍ଥାନରେ ବିସ୍ଫୋରଣ

February 28, 2026

“ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି”: ମୁମ୍ବାଇରେ ପହଞ୍ଚି ଭାରତକୁ ପ୍ରଶଂସା କଲେ କାନାଡା ପିଏମ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.