ରଣପୁର: ଦର୍ପନାରାୟଣପୁରରେ ରଣପୁର ବନ ବିଭାଗ ଦ୍ୱାରା ବନମହୋତ୍ସବ ପାଳନ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସମ୍ବନ୍ଧରେ ସଚେତନ ବାର୍ତ୍ତା ଦେଇଥିଲେ। ଏଥିରେ ଅନେକ ଛାତ୍ରଛାତ୍ରୀ, ଅଧିକାରୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ଥିଲେ। ଦର୍ପନାରାୟଣପୁର ବନମହୋତ୍ସବ
ଭୁବନେଶ୍ୱର ‘ମା ଉର୍ତ୍ତର ମୁଖି ଫାଉଣ୍ଡେସନ’ ପକ୍ଷରୁ ମୋହିନୀ ପ୍ରମିଳା ବୃଦ୍ଧାଶ୍ରମରେ ସେବା କାର୍ଯ୍ୟOctober 27, 2025