ନୟାଗଡ: ଆଜି ନୟାଗଡ ରେ CSC ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୩୦ ୟୁନିଟରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଜ଼ିଲ୍ଲାର ପ୍ରାୟ ୧୦୦ ରୁ ଉର୍ଦ୍ଧ VLE ଯୋଗଦେଇଥିଲେ। ନୟାଗଡ CSC DM ସୁବାଷ ଚନ୍ଦ୍ର ପରିଡା,ସମାଜ ସେବୀ ଦାମ ସାର ଓ ସନ୍ତୋଷ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।