Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମହାବିଦ୍ୟାଳୟ
ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

ବାଣପୁର: ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ତରଫରୁ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର୍ ସୁର୍ ପ୍ରତାପ୍ ନରେନ୍ଦ୍ର ସିଂହ ବର୍ମା ଓ ମୁଖ୍ୟ ବକ୍ତା ଭାବେ ଡକ୍ଟର୍ କୈଳାସ ଚନ୍ଦ୍ର ମହାରଣା ମୁଖ୍ୟ ଦର୍ଶନ ବିଭାଗ ବାଲୁଗାଁ କଲେଜ ଯୋଗ ଦାନ କରି ଦିବସ ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରିଥିଲେ।

ବର୍ତ୍ତମାନର ଯୁବ ପିଢ଼ି ସ୍ୱାମି ଜୀ ଙ୍କ ବାଣୀରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ। କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଯାଇ ଥିବା ସ୍ୱାମୀ ଜୀ ଙ୍କ ଜୀବନୀ ଉପରେ ଅଧାରିତ ସ୍ୱାଧ୍ୟାୟ ପରିକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନକୁ ଅତିଥି ମାନଙ୍କ ଦ୍ଵରା ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିତ୍ୱ ବିକାଶ୍ ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ନଗର ସଞ୍ଚାଳକ ସତ୍ୟ ନାରାୟଣ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଏବଂ ନଗର ପ୍ରମୁଖ କୁମାର ଦାସ୍ ବ୍ୟବସ୍ଥା ପ୍ରମୁଖ ସୁକାନ୍ତ କୁମାର ଯେନା. ଅଧ୍ୟାପିକା ମି କି ମନ ସ୍ୱୀନୀ ଓ ଡକ୍ଟର୍ ଅରବିନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚଳାନା କରିଥିଲେ।  ପରିଶେଷରେ ନଗର ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବାଣପୁର ଓ ବାଲୁଗାଁ ଶାଖା ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଲା ଚାଷ: ବିଷ ପିଇ ଜୀବନ ହାରିଲେ ଚାଷୀ

November 1, 2026

ରାଜସୁନାଖଳାରେ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’

November 1, 2026

ବଧିପାଟଣା ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ମିଶ୍ରଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା

November 1, 2026

ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 1, 2026
Latest News

ନୁନୁଝରଣ କ୍ରସର ହେରଫେର ମାମଲା: ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ଅର୍ଥନୈତିକ ଅପରାଧ ଶାଖାର ଏକକାଳୀନ ଚଢ଼ଉ

November 4, 2026

ଅଂଶୁଲ କମ୍ବୋଜଙ୍କ ଐତିହାସିକ ସ୍ପେଲ୍: ଭାଙ୍ଗିଲେ ୨୧ ବର୍ଷର ରେକର୍ଡ

November 4, 2026

ନିର୍ବାଚନ କମିସନଙ୍କ ବଡ଼ ଆଶ୍ୱାସନା: ଭୋଟର ତାଲିକାରୁ ନାଁ କଟିଥିଲେ ବି ଦାଖଲ କରିପାରିବେ ଫର୍ମ-୬

November 4, 2026

ଟ୍ରମ୍ପଙ୍କୁ ବଡ଼ ଝଟକା: ନିର୍ବାଚନ ହାରିଲେ ଭାରତ ଉପରେ ୫୦୦% ଟାରିଫ୍ ଧମକ ଦେଇଥିବା ନେତାଙ୍କ ଭଉଣୀ

November 4, 2026

ଆଇଆଇଟି ଦିଲ୍ଲୀ ଭାରତର ନମ୍ବର ୧: ତଳକୁ ଖସିଲା ଖଡ଼ଗପୁରର ରାଙ୍କ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.