ସ୍କର୍ପିଓ ଧକ୍କାରେ ଡ୍ରାଇଭର ମୃତ, ୭ ଗୁରୁତର

Published: Nov 19, 2019, 10:50 am IST

ରାଉକେଲାଠାରେ ଆଜି ସ୍କର୍ପିଓ ଧକ୍କାରେ ଡ୍ରାଇଭର ମୃତବରଣ କରିଥିବାବେଳେ  ୭ଜଣ ଗୁରୁତର ହୋଇଛନ୍ତି । ବୀରମିତ୍ରପୁର ଥାନା କାଲସେରିଆଠାରେ ଗଛକୁ ପିଟିଛି ସ୍କର୍ପିଓଟି । ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Related posts