ଲାଞ୍ଚ ନେଇ ରାଜସ୍ବ ଅଧିକାରୀ ଗିରଫ

Published: Nov 19, 2019, 6:52 pm IST

ବରଗଡ଼ ପଦ୍ମପୁର ଉପଜିଲ୍ଲାପାଳ ଅଫିସର ବରିଷ୍ଠ ରାଜସ୍ବ ଅଧିକାରୀ ଗିରଫ ହୋଇଛନ୍ତି । ଲାଞ୍ଚ ନେବା ବେଳେ ଦିଲେଶ୍ଵର ଭୁଏଙ୍କୁ ଭିଜିଲାନ୍ସ, ଗିରଫ କରିଛି । ଷ୍ଟାମ୍ପ ଭେଣ୍ଡର କରାଇ ଦେବାକୁ କହି ଦିଲେଶ୍ବର 1500 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ।

Related posts