Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆବାସ ଯୋଜନା ବିଫଳ: ଝାଟିମାଟି କୁଡିଆରେ ଜୀବନ ବିତାଉଛନ୍ତି ଅସହାୟ ବିଧବା
ଆଞ୍ଚଳିକ

ଆବାସ ଯୋଜନା ବିଫଳ: ଝାଟିମାଟି କୁଡିଆରେ ଜୀବନ ବିତାଉଛନ୍ତି ଅସହାୟ ବିଧବା

November 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଗଜପତି,୩୦/୧୧: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ପଞ୍ଚାୟତ ସ୍ଥିତ ବେହେରାଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜୀବନ ଜାତନାରେ ଅତିଷ୍ଠ ହୋଇପଡିଥିବା ବିଧବା ମହିଳା ସୂର୍ଯ୍ୟକାନ୍ତି ନିଜ ଭଙ୍ଗା କୁଡିଆରେ ଜୀବନ ବିତାଉଛନ୍ତି।

ଆଜକୁ ଦୁଇବର୍ଷ ତଳେ ସ୍ୱାମୀ ମୃତ୍ୟୁ ମୁଖରେ ପଡିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପୁର୍ଣ୍ଣ ଅସହାୟ ହୋଇ ପଡିଲେ ସୂର୍ଯ୍ୟକାନ୍ତି। ଦିନକୁ ଦି ମୁଠା ଆହାର ପାଇଁ ଗାଁ ଗାଁ ବୁଲି ଭିକ ମାଗି ଗୁଜୁରାଣ ମେଣ୍ଟାଉଛନ୍ତି ସୂର୍ଯ୍ୟକାନ୍ତି।

ସରକାରୀ ସହାୟତା କହିଲେ ମାସକୁ ପାଞ୍ଚ କିଗ୍ରା ଚାଉଳ ଓ ବିଧବା ଭତ୍ତା, ଯାହାକି ସମୁଦ୍ରକୁ ଶଙ୍ଖେ। ଏତିକିରେ ଚଳିବା ବହୁତ କଷ୍ଟ ହେଉଛି ବୋଲି ଅତି କୋହଭରା କଣ୍ଠରେ କହନ୍ତି ସୂର୍ଯ୍ୟକାନ୍ତି। ଘର ନଥିଲେ ମଧ୍ୟ ସରକାରଙ୍କ ଆବାସ ଯୋଜନାରେ ସୂର୍ଯ୍ୟକାନ୍ତିଙ୍କୁ ଘର ଖଣ୍ଡିଏ ମିଳିନାହିଁ। ସରକାରଙ୍କ ଆବାସ ଯୋଜନାରୁ ଘର ଖଣ୍ଡିଏ ଏବଂ ଅନ୍ତ୍ୟୋଦୟ ଯୋଜନାରୁ ମାସକୁ ୩୫ କିଗ୍ରା ଚାଉଳ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଏହି ଅସହାୟ ମହିଳା।

ରିପୋର୍ଟର: ବବୁଲୁ ସାହୁ , ମୋ:୯୫୫୬୮୦୩୩୧୪

Share. Facebook Twitter LinkedIn Email WhatsApp Copy Link

Related Posts

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026
Latest News

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2026

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.