Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଉଦଘାଟିତ
ଆଞ୍ଚଳିକ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଉଦଘାଟିତ

February 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତିସଂଘ ର ଆନ୍ତର୍ଜାତୀୟ ସଂସ୍କରଣ  ଆୟୋଜିତ ହୋଇଯାଇଛି|  ଏହି ଅବସରେରେ  ଉଚ୍ଚ ଶିକ୍ଷା ,କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଡ଼. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ|ସେ ଅତୀବ ରୋଚକ ଭାବରେ ସରଳତା ,ସତ୍ୟ , ଶୃଙ୍ଖଳା  ପରି ମାନବୀୟ ମୂଲ୍ୟ ବୋଧ କୁ ଆଦରି ନେବାକୁ ପରାମର୍ଶ  ଦେଇଥିଲେ | ବିଶ୍ୱବିଦ୍ୟାଳୟର ପରିବେଶରେ  ଅଦ୍ଭୁତାପୂର୍ଣ ବାତାବରଣ ଥିବାରୁ ସେ ଏହିଠାରେ ଛାତ୍ର ଜୀବନ ଅତିବାହିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ |ଅନ୍ୟ ଦେଶ ତୁଳନା ରେ ଭାରତ ଗବେଷଣା କ୍ଷେତ୍ର ରେ ପଛୁଆ ଥିବାରୁ ସେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ଏହି ଦିଗରେ ନିଜର ରୁଚି ବଢେ଼ଇବାକୁ  କହିଥିଲେ | ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସୁଖମୟ ବାତାବରଣ ର ଭୁରି ଭୁରି  ପ୍ରଶଂସା କରିଥିଲେ |

ଏହି ଅବସରରେ ସଂଗୀତ ବିଭଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ବତୀ ବନ୍ଦନା,ନୃତ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ  ଓଡିଶୀ  ନୃତ୍ୟ ଓ ଯୋଗ ବିଜ୍ଞାନ ବିଭାଗ ତରଫରୁ ଯୋଗ ନୃତ୍ୟ ପରିବେଷଣ କରାଯାଇଥିଲା  |

ସେହିପରି,ଉଦ୍ଘାଟନୀ ଉତ୍ସବ ରେ ଇନ୍ଷ୍ଟିଟ୍ୟୁଟ ଅଫ କ୍ୱାଲିଟି ଆଣ୍ଡ ଏନବିରମେଣ୍ଟ  ସେରବିସସ ପ୍ରାଇଭେଟ ଲିମିଟେଡ଼  ର ନିର୍ଦେଶକ ଏବଂ ପ୍ରତିଷ୍ଟାଥା,ଶ୍ରୀ ସୁବ୍ରତୋ ପାଣିଗ୍ରାହୀ   ଓ ୱେଷ୍ଟ ବେଙ୍ଗଲ , ମିଳିତ ଜାତିସଂଘ ଫେଡେରେସନର ସେକ୍ରେଟାରୀ ଜେନେରାଲ  ସୁଶ୍ରୀ କୁସୁମ ମୁସାଦ୍ଦି ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ|ଅନ୍ୟ  ମାନଙ୍କ ମଧ୍ୟ ରେ ବିଶ୍ୱବିଦ୍ୟାଳୟ ର  କୂଳସଚିବ ଡ଼. ବି ଆର  ଶର୍ମା ,ଛାତ୍ର ବ୍ୟବସ୍ଥା ନିର୍ଦ୍ଦେଶକ କ୍ୟାପଟେନ ଚନ୍ଦ୍ରଶେଖର ପଣ୍ଡା ଏବଂ କାର୍ମିକ ନିର୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା ଉପସ୍ଥିତ ଥିଲେ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମୋଡେଲ ମିଳିତ ଜାତି ସଂଘ ର ସାଧାରଣ ସଂପାଦକ କୁମାରୀ ପ୍ରଣତି ନାଗ ସାଇ  କାଯ୍ୟକ୍ରମ ପରିଚାଳନା କରିଥିଲେ | ଏହି କାଯ୍ୟକ୍ରମ ଛାତ୍ର ଛାତ୍ରୀ ମାନକ ସୁପ୍ତ ପ୍ରତିଭା କୁ ପରିଷପୁଟ୍ଠା କରିବାରେ ସହାୟକ ହୋଇଛି |ତୁର୍ତିୟ ଥର ପାଇଁ ଏହି କାଯ୍ୟକ୍ରମ ର ଆୟୋଜନ କରାଯାଇଛି |ଏହିଥିରେ ୨୦ ରୁ ଅଧିକ ଶିକ୍ଷା ଅନୁଷ୍ଠାନ ରୁ ମୋଟ ୫୦୦ ଉତ୍କଣ୍ଠା ସହ ଛାତ୍ରଛାତ୍ରୀ ଓ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତ

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.