Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲ ପିପ୍ପଳମାଧବରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଆଞ୍ଚଳିକ

ତିର୍ତ୍ତୋଲ ପିପ୍ପଳମାଧବରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ସ୍ଥିତ ମହମ୍ମଦାବାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଷେତ୍ରପାଳ କୃଷକ କ୍ଲବ ଓ ଆଦର୍ଶ ଜନସେବା ଟ୍ରଷ୍ଟ ଆନୂକୁଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୂ୍ଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପୂର୍ବତନ ପି.ଏସ୍. ମେମ୍ବର ଗଗନ କୁମାର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପାରାଦୀପ ବିଧାୟକଙ୍କ ଡି.ଆର.ଡି.ଏ ପ୍ରତିନିଧି ଗଗନ ବିହାରୀ ପୃଷ୍ଟି ଏବଂ ସମ୍ମାନିତ ଅତିଥିଭାବେ ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷ ଆଶିଷ ସେଠୀ, ପାରାଦ୍ୱୀପ ବିଧାୟକଙ୍କ ତିର୍ତ୍ତୋଲ ପ୍ରତିନିଧି ଶରତ ଚନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ଶ୍ରୀମତୀ ସେଠୀ, ବୋଧେଇ ସରପଂଚ ସନ୍ତୋଷ ସେଠୀ, ସ୍ଥାନୀୟ ବରିଷ୍ଠ ସମାଜସେବୀ ଅକ୍ଷୟ ନାୟକ, ସମାଜସେବୀ ବୃନ୍ଦାବନ ଦାସ, ଗୌରହରୀ ପ୍ରଧାନ, କ୍ଷେତ୍ରପାଳ କୃଷକ କ୍ଲବର ସଭାପତି ଶାରଦା ପ୍ରସନ୍ନ ବିଶ୍ୱାଳ ପ୍ରମୁଖ ସଭାରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ମଣିଜଙ୍ଗା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ଡା.ଗିରିଜା ଶଙ୍କର ବିଶ୍ୱାଳ, ଆଦର୍ଶ ଜନସେବା ଟ୍ରଷ୍ଟ କଟକର ଅଧ୍ୟକ୍ଷ ଅରବିନ୍ଦ ପାତ୍ର, ବିଶ୍ୱଜିତ୍ ତ୍ରିପାଠୀଙ୍କ ସମେତ କଟକ ବଡମେଡିକାଲର ଡା.ସୁଧାଂଶୁ ଶେଖର ସାହୁ, ସନ୍ଦିପ ସ୍ୱାଇଁ, ବିଜୟ ସ୍ୱାଇଁ, ପ୍ରମୋଦ ଲେଙ୍କା ପ୍ରମୁଖ ଆସି ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିରରେ କ୍ଷେତ୍ରପାଳ କୃଷକ କ୍ଲବର ସମ୍ପାଦକ ପ୍ରମୋଦ କୁମାର ଦାସ, ସନ୍ତୋଷ ନାଥଶର୍ମା ପ୍ରମୁଖ ଶିବିର ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ଏପ୍ରିଲ୍ ପହିଲାରୁ ଆସିବ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍!: ୧୦୦ କୋଟି ଲେଖାଏଁ ନୋଟ୍ ଛାପିବ RBI

October 31, 2026

ୟୁକ୍ରେନକୁ କ୍ଷେପଣାସ୍ତ୍ର ବିକ୍ରି ପାଇଁ ଆମେରିକାର ମଞ୍ଜୁରୀ

October 31, 2026

ରାଷ୍ଟ୍ରୀୟ ଏକତା ଦିବସ : ଦେଶର ଏକତା ଓ ସଂହତି ବଜାୟ ରଖିବାକୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 31, 2026

ATMରୁ ଟଙ୍କା ଉଠାଉଛନ୍ତି କି? ଟଙ୍କା ଉଠାଇବା ପୂର୍ବରୁ କରନ୍ତୁ ଯାଞ୍ଚ, ନଚେତ୍ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ!

October 31, 2026

ପଶ୍ଚିମ ଏସିଆ ଯୁଦ୍ଧ ଉତ୍ତେଜନାର ପ୍ରଭାବ: ନଭେମ୍ବର ୧୪ ଯାଏଁ ସାଉଦି ଆରବକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ!

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.