Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶ୍ରୀଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ଓ ଦୀପ ପ୍ରଜ୍ବଳନ
ଆଞ୍ଚଳିକ

ଶ୍ରୀଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ଓ ଦୀପ ପ୍ରଜ୍ବଳନ

February 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଶ୍ରୀ ଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ଶୈବଯାଗ ଓ ଦୀପ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗତ 25 ତାରିଖଠାରୁ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଏହା ଆସନ୍ତା 1 ତାରିଖ ଯାଏଁ ଚାଲିବ।

ଖୋର୍ଦ୍ଧା ଜିଲ୍ଲାର ଇଚ୍ଛାପୁର ଗ୍ରାମଠାରେ ଏହି ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ ପ୍ରତ୍ୟେକ ଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା, ଚଣ୍ଡୀ, ବଗଳା, ଶୀତଳ, ପଞ୍ଚାକ୍ଷରୀ ଜପ ସହିତ ପ୍ରବଳ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ଏହି ଦୀପ ମହାଯଜ୍ଞରେ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଦ୍ବୀପ ପ୍ରଜ୍ବଳନ କରିଥା’ନ୍ତି । ଚଳିତ ଥର ଶ୍ରୀଶ୍ରୀ ବାବା ବାଙ୍କନିଧି ଦେବଙ୍କ ପୀଠରେ ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ଅବସରରେ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଧନବାଦ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

June 23, 2026

ପାକିସ୍ତାନ ମିଥ୍ୟା ଦାବିର ପର୍ଦ୍ଦାଫାସ: ସମସ୍ତ ୩୬ ଟି ରାଫେଲର ଟେଣ୍ଡର ଡକ୍ୟୁମେଣ୍ଟ ଜାରି କଲା ବାୟୁସେନା

June 23, 2026

ବିକାଶର ଧାରା ଓଡ଼ିଶା ସାରା: ଖୋର୍ଦ୍ଧା ବ୍ଲକ ସ୍ତରୀୟ ଜନସଚେତନତା ଓ ସେବା କାର୍ଯ୍ୟକ୍ରମ

June 23, 2026

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ

June 23, 2026

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.