Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସଡ଼କ ଦୁର୍ଘଟଣାରେ ମତ୍ସ୍ୟବିଭାଗ ଅଧିକାରୀ ଗୁରୁତର
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ମତ୍ସ୍ୟବିଭାଗ ଅଧିକାରୀ ଗୁରୁତର

March 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ମତ୍ସ୍ୟବିଭାଗର ଅତିରିକ୍ତ ମତ୍ସ୍ୟଅଧିକାରୀ  ମାନସରଂଜନ ସାହୁଙ୍କ ଗତକାଲି ଅପରାହ୍ନ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି । ଶ୍ରୀଯୁକ୍ତ ସାହୁ ଗତକାଲି ବିଭାଗୀୟ କାର୍ଯ୍ୟ କାର୍ଯ୍ୟାଳୟରେ ସମ୍ପାଦନ କରି ତାଙ୍କ କଟକସ୍ଥିତ ବାସଭବନ ଅଭିମୁଖେ ସ୍କୁଟି(ଓଡ଼ି୦୫ଏକ୍ୟୁ୮୮୯୮)ଯୋଗେ ଯାଉଥିଲେ । କଟକ-ପାରାଦୀପ ରାଜ୍ୟ ରାଜପଥର ପଥୁରିଆ ଛକ ନିକଟରେ ଏକ ଭାରୀଯାନ ତାଙ୍କ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସିଥିଲା । ଫଳରେ ସେ ଭାରସାମ୍ୟ ହରାଇ ରାସ୍ତାର ବାମପାର୍ଶକୁ ଯାଇ ପଡ଼ିଯାଇଥିଲେ । ତାଙ୍କ ଆଖିରେ ଗଭୀର କ୍ଷତ ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି ।

କୁଜଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଗୁରୁତର ଅବସ୍ଥାରେ ଶ୍ରୀଯୁକ୍ତ ସାହୁଙ୍କୁ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ୧୦୮ ଆମ୍ବୁଲାନ୍ସର କର୍ମଚାରୀ ତାଙ୍କ ପକେଟରୁ ମନିପର୍ସ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି । ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜନୈକା ରୋଗୀଙ୍କ ମହିଳା ଆଟେଣ୍ଡାଂଟ ଆମ୍ବୁଲାନ୍ସ କର୍ମଚାରୀ ଜଣକ ଗୁରୁତର ଆହତ ମତ୍ସ୍ୟଅଧିକାରୀଙ୍କ ପକେଟରୁ ମନିପର୍ସ ନେଇଯାଇଥିବାନେଇ ପ୍ରତ୍ୟେକ୍ଷଦର୍ଶୀ ଥିବା  ମତ୍ସ୍ୟଅଧିକାରୀଙ୍କ ସହକର୍ମୀମାନେ  ପ୍ରକାଶ କରିଛନ୍ତି । ପର୍ସରେ ନଗଦ ଟଙ୍କାସହିତ ଏଟିଏମ କାର୍ଡ଼ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ସହକର୍ମୀମାନେ ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଇରାନୀ ଆତଙ୍କବାଦୀ ଅଲ-ସାଦି !

May 23, 2026

ଜାତୀୟ ରାଜପଥ ଦୁର୍ଘଟଣାରେ ବାପା ମୃତ ଝିଅ ଗୁରୁତର

May 23, 2026

ଅସହ୍ୟ ଗରମ : କଲବଲ କରୁଛି ଗୁଳୁଗୁଳି

May 23, 2026

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.