Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପୁରୁଷୋତ୍ତମପୁର କ୍ବାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ
ଆଞ୍ଚଳିକ

ପୁରୁଷୋତ୍ତମପୁର କ୍ବାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ

April 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ଛତ୍ରପୁର : ପୁରୁଷୋତ୍ତମପୁର ଏନ୍.ଏ.ସି.ରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କରାଯାଇଥିବା ୬ଟି କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମ୍ପୂର୍ଣ୍ଣ ତଦାରଖ କରିଛନ୍ତି । ପୁରୁଷୋତ୍ତମପୁର ଏନ୍.ଏ.ସିର ପ୍ରାୟ ୩୦୦ ବ୍ୟକ୍ତି ବାହାର ରାଜ୍ୟରୁ ଫେରିବେ । ସୁରଟ, ମୁମ୍ବାଇ ଓ କେରଳରୁ ଅଧିକାଂଶ ଆସିବେ । ଏନ୍.ଏ.ସି.ର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ସ୍ଥାନୀୟ ସିଆରସିସି ଓ ରାଜସ୍ବ ନିରୀକ୍ଷକ କ୍ବାରେଣ୍ଚଟାଇନ୍ କେନ୍ଦ୍ର ଦାୟିତ୍ବରେ ରହିବେ । କେନ୍ଦ୍ର ଗୁଡିକରେ ପାଚେରୀ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ, ପରିମଳ ଓ ସ୍ବଚ୍ଛତା ବ୍ୟବସ୍ଥାକୁ ମଧ୍ୟ ଉପଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । କେନ୍ଦ୍ର ଗୁଡିକ ବିଦ୍ୟାଳୟରେ ହୋଇଥିବାରୁ ସେଠାକାର ପ୍ରଧାନ ଶିକ୍ଷକ ଏହାର ପରିଚାଳନା ଦାୟିତ୍ବରେ ରହିବେ । ସକାଳେ ଏବଂ ସଂଧ୍ୟାରେ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟ ତଦାରଖ କରାଯିବ । ଡାକ୍ତରଙ୍କ ସହିତ ସ୍ବାସ୍ଥ୍ୟ ପରାମର୍ଶଦାତା ଓ ଯୋଗ ଶିକ୍ଷକ ମଧ୍ୟ ସାମିଲ୍ ହେବେ । ପ୍ରତ୍ୟେକ ଅନ୍ତେବାସୀଙ୍କ ପାଇଁ ମାସ୍କ ସମ୍ପୂର୍ଣ୍ଣ କଡାକଡି କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକ କିପରି କ୍ବାରେଣ୍ଟାଇନ୍ କେନ୍ଦ୍ର ପାଖକୁ ଆସିବେ ନାହିଁ ସେ ବାବଦରେ ଏବେଠାରୁ ସଚେତନ କରିବାପାଇଁ ଉପଜିଲ୍ଲାପାଳ କର୍ମଚାରୀ ମାନଙ୍କୁ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 11, 2025

ବାଲୁଗାଁ ଶାଖା ସ୍ତରୀୟ ଜୀବନ ବୀମା: ଏଜେଣ୍ଟ ଲିଆଫି ସମାବେଶ

October 9, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Latest News

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ଚୂଡ଼ାନ୍ତ ହେଲା ବିହାରର ଏନଡିଏରେ ଆସନ ବଣ୍ଟନ ନିଷ୍ପତ୍ତି: ଜାଣନ୍ତୁ କିଏ କେତେ ଆସନରେ ଲଢ଼ିବ?

October 12, 2025

ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ

October 12, 2025

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.