Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୂଆଗଡ ପଂଚାୟତରେ କରୋନା ନେଇ ସଚେତନତା
ଆଞ୍ଚଳିକ

ନୂଆଗଡ ପଂଚାୟତରେ କରୋନା ନେଇ ସଚେତନତା

April 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :କୁଜଙ୍ଗ ବ୍ଲକ୍ ନୂଆଗଡ ପଂଚାୟତରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ନୂଆଗଡ ସରପଂଚ ବିବତା ସେଠୀ ଓ ସିମତି ସଭ୍ୟା ସ୍ମିତା ସେଠୀ ପ୍ରମୁଖ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକମାନଙ୍କ ଭିତରେ ସଚେତନତା କରିବା ସହ ସାମାଜିକ ଦୂରତା, ହାତଧୁଆ, ଗରିବଙ୍କୁ ଖାଦ୍ୟ ଦାନ ସହ ଲକ୍ ଡାଉନ୍‌କୁ ପାଳନ କରିବା ସହ ବାହାରୁ ନିଜ ଅଂଚଳକୁ ଆସୁଥିବା ପ୍ରିୟଜନଙ୍କ ପଂଜିକରଣ କିପରି କରଯାଯିବ ସେହି ନେଇ ସଚେତନ ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନକରିବାକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ  ନାରାୟଣ ମଲିକ୍‌, ପରାମାନନ୍ଦ ରାୟ, ମଧୁସୂଦନ ନାୟକ, ଗୁଣନିଧି ବେହେରା, ବିଜୟ ବେହେରା, ସଂଗ୍ରାମ ପଟ୍ଟନାୟକ, ପ୍ରଭାସ ବେହେରା, ବିପନ ରାଉତ, ପ୍ରଦୀପ୍ ସେଠୀ, ସୁବାସ ନାୟକ, ଧିରେନ୍ ସେଠୀ ,ପ୍ରଦ୍ୟୁମ୍ନ ସେଠୀ ପ୍ରମୁଖଙ୍‌କ ସହ ସମସ୍ତ ଅଙ୍ଗନବାଡି କର୍ମ ଆଶ କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ନୁଆଗଡ, ବିଜୟଚାନ୍ଦପୁର ଭୀମନାସୀ ଆଦି ଗ୍ରାମ ପରିକ୍ରମା କରି ଏହି ଟିମ୍ ମାଇକ୍ ଯୋଗେ ଲୋକ ମାନଙ୍କୁ ସଚେତନ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

‘ଓଡ଼ିଶା ରାଜ୍ୟ ତୃତୀୟଲିଙ୍ଗୀ କଲ୍ୟାଣ ବୋର୍ଡ’ର ପ୍ରଥମ ବୈଠକ

August 8, 2026

ମହିଳା ପରିଚାଳିତ ଉଦ୍ୟୋଗର ସୁଦୃଢ଼ୀକରଣ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

August 8, 2026

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

August 8, 2026

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଗ୍ରାହକଙ୍କ ପାଇଁ ମାଗଣା ରହିବ UPI

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.