Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ  ଓ କୋଭିଡ୍‌-19ର ପରିସ୍ଥିତି ସମୀକ୍ଷା
ଆଞ୍ଚଳିକ

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ  ଓ କୋଭିଡ୍‌-19ର ପରିସ୍ଥିତି ସମୀକ୍ଷା

May 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ -19ର ଜିଲ୍ଲା ନୋଡାଲ୍‌ ଅଧିକାରୀ ହେମନ୍ତ ଶର୍ମା ଓ ଅତିରିକ୍ତ ଶାସନ ସଚିବ ଗୃହ ଓ ନଗର ଉନ୍ନୟନ ତଥା ମିଶନ ଡାଇରେରକ୍ ଓୟୁଏଚ୍‌ଏମ୍‌ ଶ୍ସ ସୁରେଶ ଚନ୍ଦ୍ର ଦଳାଇ ଜଗତସିଂହପୁର ଜିଲ୍ଲାଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାରେ  କୋଭିଡ୍‌ -19 ଜନିତ ପରିସ୍ଥିତିର ସୀମକ୍ଷା କରିଥିଲେ । ପାରାଦ୍ବୀପରେ କୋଭିଡ୍‌ ହସ୍ପିଟାଲର 55ଟି ବେଡ୍‌ ରହିଛି ।  ଏଠାରେ ଆଉ କିଛି ବେଡ୍‌ ବଢାଇବା ସହିତ ଭେଣ୍ଟିଲେଟର ଓ ହାଇକାପାର୍ସିଟି ଇକ୍ବିପେଣ୍ଟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ପ୍ରମୁଖ ଶାସନ ସଚିବ ଜଗତସିଂହପୁର ବିରିଡି ବ୍ଲକ ଓ ଜଗତସିଂହପୁର ବ୍ଲକ ସ ମ୍ୟୁନିସପାଲିଟିର କିଛି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ସରପଞ୍ଚ ଓ ସ୍ଥାନୀୟ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।  ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହପାତ୍ର ଜିଲ୍ଲାରେ କରୋନ ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଓ ଅତିରକ୍ତ ସଚିବଙ୍କୁ ଅବଗତ କରାଇଥିଲେ ।

ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧୀକ୍ଷକପ୍ରକାଶ ଆର୍‌ , ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ସମସ୍ତ ବ୍ଲକର ବିଡିଓ, ନିର୍ବାହୀ ଅଧିକାରୀ ପୌରପରିଷଦ ଜଗତସିଂହପୁର ଓ ପାରାଦ୍ବୀପ, ଜିଲ୍ଲାପାଳଙ୍କ ନୋଡାଲ୍‌ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍‌, ଦୁଇ ଭାଇଙ୍କ ମୃତ୍ୟୁ

June 23, 2026

କଟକ ତ୍ରିଶୂଳିଆ ବ୍ରିଜରେ ଭୟାବହ ସଡ଼କ ଦୁର୍ଘଟଣା: କାର ଚାଳକଙ୍କ ମୃତ୍ୟୁ, ହାଇୱା ଚାଳକ ଫେରାର

June 23, 2026

ଡିଭିଏଫ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେସନରେ ବିପୁଳ ମାଓ ସାମଗ୍ରୀ ଜବତ

June 23, 2026

ଗେମିଂ ଜୋନ୍: ମନୋରଞ୍ଜନର କେନ୍ଦ୍ର ନା ଅଗ୍ନିର ଫାନ୍ଦ?

June 23, 2026

ହର୍ମୁଜ୍‌ ପ୍ରଣାଳୀ ପାର୍‌ ହେଲା ୪ଟି ସାର ବୋଝେଇ ଜାହାଜ

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.