Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲକ୍‌ଡାଉନ୍‌ରେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ସହାୟତା କରୁଛି ପାରାଦ୍ବୀପ ପରିବହନ ସଂସ୍ଥା
ଆଞ୍ଚଳିକ

ଲକ୍‌ଡାଉନ୍‌ରେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକଙ୍କ ସହାୟତା କରୁଛି ପାରାଦ୍ବୀପ ପରିବହନ ସଂସ୍ଥା

May 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା
କୁଜଙ୍ଗ : ଦିନ ମଜୁରିଆ ଓ ଶ୍ରମିକ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ଲକ୍ ଡାଉନ । ବନ୍ଦର ନଗରୀ ପାରାଦ୍ବୀପରେ ରହୁଥିବା ଦିନ ମଜୁରିଆ ଏବେ ଭୋକ ଉପାସରେ । ନା ମିଳିପାରୁଛି ମଜୁରୀ, ନା ପାଖରେ ଅଛି ରାସନ କାର୍ଡ । ଫଳରେ ସମସ୍ତ ପ୍ରକାର ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଏମାନେ ଏବେ ଦୟନୀୟ ଅବସ୍ଥାରେ ରହୁଛନ୍ତି । ସରକାର ବିନା ରାସନ କାର୍ଡରେ ରାସନ ପ୍ରଦାନ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପାରାଦ୍ବୀପ ପରିବହନ ସଂସ୍ଥା ।
ପାରାଦ୍ବୀପ ପୌରପରିଷଦର ୬, ୮, ୧୩ ଏବଂ ୧୮ ନମ୍ବର ୱାର୍ଡ଼ ସମେତ ଅଠରବାଙ୍କି, ବାଉରିଆପାଳନ୍ଦା, ଲକପଡା ପ୍ରଭୃତି ସ୍ଥାନରେ ଥିବା ୧୦୦ ରୁ ଉର୍ଦ୍ଧ୍ବ ପରିବାରକୁ ସହାୟତାର ହାତ ବଢାଇଛି ଏହି ସଙ୍ଗଠନ । ଏହି ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ପୁଡିଆ ଯୋଗାଇ ଦିଆଯାଇଛି । ପାରାଦ୍ବୀପ ପରିବହନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଖଲିଦ୍ ଖାନ୍ ଓ ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟର ସଭାପତି ଅବଦୁଲ ଆବିଦ ଖାନଙ୍କ ତତ୍ତ୍ଵାବଧାନରେ ପ୍ରତ୍ୟେକ ପରିବାରକୁ ଚାଉଳ, ଅଟା, ତେଲ, ଆଳୁ, ପିଆଜ ପ୍ରଭୃତି ସାମଗ୍ରୀ ବଣ୍ଟନ କରାଯାଇଛି । ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହରେ ଏହି ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

August 2, 2026
Latest News

ମୁମ୍ବାଇରେ ଏନୟୁସିଏଫଡିସିର ନୂତନ ପରିସର ଲୋକାର୍ପିତ

August 9, 2026

ଅଗଷ୍ଟ ୯ ରାଶିଫଳ: ଏହି ରାଶିର ଲୋକମାନେ ଚାପ ନିଅନ୍ତୁ ନାହିଁ, ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ

August 9, 2026

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026

ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ

August 8, 2026

ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍ ୨୦୨୬: ଚାମ୍ପିଅନ ହେଲା ଓଡ଼ିଶା

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.