Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୁସନସୀବ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରନ୍ଧାଖାଦ୍ୟ ଓ ରାସନ୍‌ ସାମଗ୍ରୀ ବଣ୍ଟନ
ଆଞ୍ଚଳିକ

ଖୁସନସୀବ୍‌ ଫାଉଣ୍ଡେସନ୍‌ ପକ୍ଷରୁ ରନ୍ଧାଖାଦ୍ୟ ଓ ରାସନ୍‌ ସାମଗ୍ରୀ ବଣ୍ଟନ

May 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟର ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅନେକ ଲୋକ ମୁଠାଏ ଖାଇବାକୁ ପାଉନାହନ୍ତି । ଏପରି ଘଡିସନ୍ଧି ମୂହୂର୍ତ୍ତରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଛି ଖୁସନସୀବ୍‌ ଫାଉଣ୍ଡେସନ୍‌ । ଦିନ ମଜୁରିଆ ଏବଂ ବିଭିନ୍ନ ବସ୍ତି ମାନଙ୍କରେ ଖାଇବାକୁ ପାଉନଥିବା ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢାଉଛି ଏହି ସଙ୍ଗଠନ । ଏହି ସଙ୍ଗଠନର ସଦସ୍ୟ ମାନେ ନିଜ ପକେଟ ଖର୍ଚ୍ଚରୁ କାଟି ଦୈନିକ 350 ପ୍ୟାକେଟ୍‌ ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି । ବିଗତ ତିନିଦିନ ଧରି ନୟାପଲ୍ଲୀର ଦୁର୍ଗା ମଣ୍ଡପ ନିକଟରେ ଦୈନିକ ରନ୍ଧାଖାଦ୍ୟ ସହିତ ରାସନ ପ୍ୟାକେଟ୍‌ ପ୍ରଦାନ କରୁଛନ୍ତି । ଖୁସନସିବ୍‌ ଫାଉଣ୍ଡେସନ୍‌ର ମୁଖ୍ୟ ସାଗର କୁମାର ସାହୁଙ୍କ ନେତୃତ୍ବରେ ନୀତେଶ କୁମାର, ସ୍ବୟମ୍‌, ଅନୁପମ, ଜିତେନ୍ଦ୍ର ଏବଂ ଆଦର୍ଶ ବିଭିନ୍ନ ବୃଦ୍ଧାଶ୍ରମ ଭ୍ରମଣ କରି ରନ୍ଧାଖାଦ୍ୟ ପ୍ରଦାନ କରୁଥିବା ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ଶସ୍ତା ହେଲା ବିମାନ ଟିକେଟ୍ !

June 22, 2026

କତାରର ଶକ୍ତି କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ: ୧୩ ମୃତ, ୬୬ ଆହତ; ଭାରତୀୟ ଦୂତାବାସ ଜାରି କଲା ହେଲ୍ପଲାଇନ୍

June 22, 2026

ଏଲ୍-ନିନୋ ଚ୍ୟାଲେଞ୍ଜ ମଧ୍ୟରେ ସତର୍କ ଓଡ଼ିଶା: ବିପର୍ଯ୍ୟୟ ପରିଚାଳନାରେ ବଡ଼ ଯୋଜନା

June 22, 2026

ହ୍ୱାଟ୍ସଆପ୍‌ରେ ଭାରତୀୟ ନେତୃତ୍ୱ! କୁନାଲ ଶାହଙ୍କ ହାତରେ ବିଶ୍ୱର ସବୁଠାରୁ ବଡ଼ ମେସେଜିଂ ପ୍ଲାଟଫର୍ମର ଦାୟିତ୍ୱ

June 22, 2026

‘ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ’: ସମନ୍ୱୟ ସମିତି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.