Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଙ୍ଗତୂଳୀରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ସୁଧୀର
ଆଞ୍ଚଳିକ

ରଙ୍ଗତୂଳୀରେ କରୋନା ସଚେତନତା ସୃଷ୍ଟି କରୁଛନ୍ତି ସୁଧୀର

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ : ମହାମାରୀ କରୋନା ସାରାବିଶ୍ୱ ଅର୍ଥନିତିକୁ ଦୋହଲାଇ ଦେଇଥିବା ବେଳେ ଏକ ଅନନ୍ୟ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି ରେଢାଖୋଲର ଯୁବ ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ପୂର୍ବରୁ ଅନେକ ସମୟରେ ନୂତନ ଶୈଳୀରେ ରାସ୍ତା ପାଶ୍ୱର୍ରେ ଜନସଚେତନତା ସୃଷ୍ଟି ପାଇଁ ଚିତ୍ର ଆଙ୍କି ଜନସାଧାରଣଙ୍କୁ ସଚେତନ କରାଇଥାନ୍ତି । ସାରା ବିଶ୍ୱ ଏବେ ଲକଡାଉନରେ ଥିବା ବେଳେ କାନ୍‌ ଭାସରେ କରୋନା ଠାରୁ ଜନସାଧାରଣ କିପରି ଦୂରେଇ ରହିବେ ସେ ସଂପର୍କରେ ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ସୁଧୀର । ରେଢାଖୋଲ ମାଟିର କବି ସନ୍ଥକବିଙ୍କ ପ୍ରତିଛବି ମାଧ୍ୟମରେ ମାକ୍ସ ଏବଂ ସାନିଟାଇଜର ବ୍ୟବହାର ସଂପର୍କରେ ସଚେତନତା ସୃଷ୍ଟି ପାଇଁ ସେ ଚିତ୍ର ମାଧ୍ୟମରେ ଏ ପ୍ରୟାସ ଜାରି ରଖିଛନ୍ତି ।

ଭୀମଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ବାଣୀକୁ ମଧ୍ୟ ଭିନ୍ନ ଶୈଳୀରେ କାନ୍‌ଭାସରେ ପ୍ରଦର୍ଶିତ କରିଛନ୍ତି । ସଂପ୍ରତି ଯେତେଦିନ ପର୍ଯ୍ୟନ୍ତ ଏହି ମହାମାରିକୁ ପ୍ରତିହତ କରିବା ପାଇଁ କୌଣସି ଔଷଧ ନ ବାହାରିଛି ସେ ପର୍ଯ୍ୟନ୍ତ ମାକ୍ସ ଓ ସାନିଟାଇଜର ବ୍ୟବହାର ମୂଖ୍ୟ ମହୋଷଧୀ ବୋଲି କାନ୍‌ଭାସରେ ଚିତ୍ରମାଧ୍ୟମରେ ସଚେତନତା ବାର୍ତା ଦେଇଛନ୍ତି ଚିତ୍ରଶିଳ୍ପୀ ସୁଧିର ସ୍ୱାଇଁ । ସେ ଏହି କଳାକୃତିକୁ ଲଳିତକଳା ଏକାଡେମି ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ଦେବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026

ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଇସ୍ତଫା: ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.