Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡଇଁଚା ପଂଚାୟତରେ ପ୍ରଥମ କରୋନା ଚିହ୍ନଟ
ଆଞ୍ଚଳିକ

ଡଇଁଚା ପଂଚାୟତରେ ପ୍ରଥମ କରୋନା ଚିହ୍ନଟ

July 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତରେ ଜଣେ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକର ଡଇଁଚା ପଂଚାୟତ ଅନ୍ତର୍ଗତ ତେରବେଡା ଗ୍ରାମର ନୂଆଁସାହିରେ ଦିଲ୍ଲୀ ଫେରନ୍ତା ଜନୈକା ଜଣେ ମହିଳା ଠାରେ କରୋନା ପଜିଟିଭ୍ ରହିଥିବା ଗତକାଲି ଚିହ୍ନଟ ହୋଇଥିବା ଜଣାପଡିଛି ଯା ଫଳରେ ଏ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ତେରବେଡା ନୂଆଁସାହିର ମହିଳା ଜଣଙ୍କ ଦିଲ୍ଲୀରେ ଶ୍ରମିକ ଭାବରେ କାମ କରୁଥିଲେ। କିଛି ଦିନ ତଳେ ଦିଲ୍ଲୀରୁ ଟ୍ରେନରେ ଭୂବନେଶ୍ୱର ଦେଇ ନିଜ ଘରକୁ ଫେରିଥିଲେ। କିନ୍ତୁ ମହିଳା ଜଣଙ୍କ ପଂଚାୟତ କତୃପକ୍ଷଙ୍କୁ କିଛି ବି ନ ଜଣାଇ ଘରକୁ ରେଢାଖୋଲରୁ ଏକ ଟେମ୍ପୁ ସାହାଯ୍ୟରେ ଫେରିଥିଲେ। ସେ ସିଧାସଳଖ କ୍ଵାରେଣ୍ଟିନ ସେଣ୍ଟରକୁ ନ ଯାଇ ନିଜ ଘରେ ଦିନ ୧୨ ଟାରୁ ତା ପରଦିନ ୧୨ ଟା ପର୍ଯ୍ୟନ୍ତ ରହିଥିଲେ। ତେରବେଡା ଗ୍ରାମର କିଛି ବ୍ୟକ୍ତି ଜାଣିବା ପରେ ପ୍ରଶାସନକୁ ଖବର ଦେଇଥିଲେ। ସେ ଘରେ ୨୪ ଘଂଟା ରହିବା ପରେ ହିଁ ସରାପାଲି କ୍ଵାରେଣ୍ଟିନ ସେଣ୍ଟରକୁ ଯାଇଥିଲେ। ତାଙ୍କ ସ୍ୱାବ୍ ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଗତକାଲି ଜଣାପଡିବା ପରେ ତାକୁ ସମ୍ବଲପୁର କୋଭିଡ ହସପିଟାଲ କୁ ପଠାଯାଇଥିବା ନାକଟିଦେଉଳ ମେଡିକାଲ ଅଫିସର ଡା. ଅମୂଲ୍ୟରତ୍ନ ମହନ୍ତ ଆମ ପ୍ରତିନିଧୀଙ୍କ ଠାରେ ପ୍ରକାଶ କରିଛନ୍ତି।

corona
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ରଣପୁର ପ୍ରେସ୍ କ୍ଲବରେ ଶାରଦୀୟ ଭେଟଘାଟ ଓ ସମ୍ବର୍ଦ୍ଧନା ଉତ୍ସବ

October 24, 2026

ବୁଲିଯିବାକୁ କହି ଆଉ ଫେରିଲେନି ଯୁବକ

October 24, 2026

ଗଞ୍ଜେଇ ଜବତ, ଜଣେ ଗିରଫ

October 24, 2026
Latest News

ସାଧୁତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା କର୍ମଶାଳା

October 28, 2026

DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?

October 28, 2026

କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

October 28, 2026

ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ

October 28, 2026

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.