Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କଳା ବିକାଶ କେନ୍ଦ୍ର ଠାରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ଆଞ୍ଚଳିକ

କଳା ବିକାଶ କେନ୍ଦ୍ର ଠାରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଶ୍ରଦ୍ଧାଞ୍ଜଳୀ ସଭା

July 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା କଳା ବିକାଶ କେନ୍ଦ୍ର ଓ ଜଗତସିଂହପୁର ପୌର ପରିଷଦର ୧୯ ନମ୍ବର ୱାର୍ଡ ବାସୀଙ୍କ ପକ୍ଷରୁ ଖେରସ ଠାରେ ଥିବା ଜିଲ୍ଲା କଳା ବିକାଶ କେନ୍ଦ୍ର ଠାରେ ତିର୍ତ୍ତୋଲର ବିଧାୟକ ତଥା ବରିଷ୍ଠ ବିଜେଡି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ଉପଲେକ୍ଷ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।

ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଳା ବିକାଶ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କ ସହିତ ୧୯ ନମ୍ବର ଞ୍ଚାର୍ଡର ବହୁ ଅଧିବାସୀ ଯୋଗ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏସଭିଏମ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଲିଙ୍ଗରାଜ ବେହେରା,ସମାଜସେବୀ ଗୌରାଙ୍ଗ ହୋତା,ସୁବାଷ ଚନ୍ଦ୍ର ରାଉତ,ବରିଷ୍ଠ ବିଜେଡି ନେତା ଦିପ୍ତି ଦାସ,ଦୋଳଗୋବିନ୍ଦ ଦାଶ,ମିନତୀ ଦାସ,ନିକୁଞ୍ଜ କିଶୋର ବେହେରା,ପ୍ରୀୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେହି ମହାନ ନେତାଙ୍କର ସ୍ମୃତି ଚାରଣ କରିବା ସହିତ ୧୯ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତିରେ ସେ କର୍ଣ୍ଣଧାର ବୋଲି କହିଥିଲେ ।

ସେହିପରି ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା କଳା ବିକାଶ କେନ୍ଦ୍ର ପକ୍ଷରୁ ବିରଞ୍ଚି ନାରାୟଣ ବେହେରା,ଶ୍ରୀଧର ସାହୁ,ଶୁଭଙ୍କର ଜେନା,ସରିତା ଜୟନ୍ତୀ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଅବଦାନରେ ଜିଲ୍ଲାର ଏହି କଳା ଅନୁଷ୍ଠାନ ଜିଲ୍ଲା କଳା ବିକାଶ କେନ୍ଦ୍ରର ଗଠନ କରାଯାଇଥିବା ବେଳେ ଜିଲ୍ଲା ଓ ଜିଲ୍ଲା ବାହାରେ ଏହାର ସୁନାମ ରହିଛି ।ତେଣୁ ଏହି କଳା ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ବିଷ୍ଣୁ ଦାସଙ୍କୁ ଅନୁଷ୍ଠାନ ହରାଇଥିବାରୁ ଅନୁଷ୍ଠାନ ପକ୍ଷରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି ବୋଲି କହିଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସିତାଶୁଂ ଦାଶ,ଲକ୍ଷ୍ମୀଧର ଦାସ,ପଦ୍ମନାଭ ପଣ୍ଡା,ସୁବାଷ ଚନ୍ଦ୍ର ବେହେରା,ବାସୁଦେବ ମହାନ୍ତି,କୃଷ୍ନ ଚନ୍ଦ୍ର ମହାରଣା,ପୁର୍ଣ୍ଣଚନ୍ଦ୍ର ଦାସ,ଟୁକୁ ଭାଇନା ପ୍ରମୁଖ ଉପସ୍ଥିତ ରହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025
Latest News

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେବେ ସୁଶୀଳା କାର୍କି, ଆଜି ନେବେ ଶପଥ

September 12, 2025

ରେଢ଼ାଖୋଲରେ ଚାଞ୍ଚଲ୍ୟ: ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ

September 12, 2025

ପାର୍ବଣ ଋତୁ ଅବସରରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.