Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମାଙ୍କଡ଼ ଆକ୍ରମଣର ଶିକାର ପରିବାରକୁ ‘କାହ୍ନା ଚାରିଟେବଲ ଟ୍ରଷ୍ଟ’ ପକ୍ଷରୁ ସହଯୋଗ
ଆଞ୍ଚଳିକ

ମାଙ୍କଡ଼ ଆକ୍ରମଣର ଶିକାର ପରିବାରକୁ ‘କାହ୍ନା ଚାରିଟେବଲ ଟ୍ରଷ୍ଟ’ ପକ୍ଷରୁ ସହଯୋଗ

July 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: ଅଙ୍କୁଶପୁର ଗ୍ରାମରେ ଗତ ଜୁଲାଇ ମାସର ୧୩ ତାରିଖ ଦିନ ଗାଁରେ ମାଙ୍କଡ଼ ଆତଙ୍କ ଦେଖା ଦେଇଥିଲା ତେବେ ସେହି ଘଟଣାରେ ଗାଁର ୬ ଜଣ ଲୋକଙ୍କୁ ମାଙ୍କଡ଼ କାମୁଡି ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ପାଞ୍ଚ ଜାଗାକୁ କାମୁଡି କ୍ଷତ ବିକ୍ଷତ କରିଥିଲା। ସେ ପରିବାରର ଅତି ଗରିବ ଶ୍ରେଣୀର ଘରର ମୁରବି ଏଭଳି ଆହାତ ହୋଇ ଘରେ ହାତକୁ ବାନ୍ଧି ବସିବା ତା ସହ ଲାକଡାଉନ ଯୋଗୁଁ ସେ ପରିବାରର ଚଳିବାରେ ଅନେକ ଅସୁବିଧା ଦେଖା ଦେଇଥିଲା।

ଏହି ଖବର କାହ୍ନା ଚାରିଟେବଲ ଟ୍ରଷ୍ଟର ସଭାନେତ୍ରୀ ରଂଜନା ମିଶ୍ରଙ୍କ ନଜର ଆସିବା ପରେ ସେ ତାଙ୍କର ସଂଗଠନ ତରଫରୁ ସେ ପରିବାରର ବିଷୟ ବସ୍ତୁ ସ୍ଥାନୀୟ ଯୁବଙ୍କର ଦ୍ୱାରା ଖବର ପାଇ ସହଯୋଗ ପାଇଁ ଆଗକୁ ଆସିଥିଲେ। ଆଜି ଆଙ୍କୁଶପୁରର ଆହତ ହୋଇଥିବା ପରିବାର ନିକଟକୁ କିଛି ଆନୁସଙ୍ଗିକ ଶୁଖିଲା ଖାଦ୍ୟ ପ୍ରଦାନ କରିକି ସହଯୋଗ କରିଥିଲେ। ସେ ପରିବାର ମୁଖିଆ ଯେହେତୁ ଗୁରୁତର ଆହତ ତାଙ୍କର ଆସୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ।

କାହ୍ନା ଚାରିଟେବଲ ଟ୍ରଷ୍ଟ ପାକ୍ଷରୁ ଉକ୍ତ ସହଯୋଗ ପାଇଁ ସଙ୍ଗଠନର ସଦଶ୍ୟ ଆସି ଗାଁରେ ପହଞ୍ଚିଥିଲେ ସଙ୍ଗଠନର ସଦଶ୍ୟ ବିଷ୍ଣୁପ୍ରିୟା ପାଢ଼ୀ, ପ୍ରଣବ ପଣ୍ଡା, ଜଗନ୍ନାଥ ତ୍ରିପାଠୀ, ସସ୍ମିତା ମିଶ୍ର, ସୌମ୍ୟ କାନ୍ତ ମହାପାତ୍ର, ଦୟାରାମ ଯାନୀ, ମନୋରଞ୍ଜନ ଚୌଧୁରୀ, ଅଶୋକ ପାଣିଗ୍ରାହୀ ଏବଂ ବିଶ୍ୱନାଥ ପାତ୍ର ପ୍ରମୁଖ ସେହି ପରିବାର ନିକଟକୁ ଆସି ସହଯୋଗ ରାଶି ଏବଂ ଶୁଖିଲା ଖାଦ୍ୟ ଚାଉଳ ଅଟା ଡାଲି ପ୍ରଦାନ କରିଥିଲେ। ଅଙ୍କୁଶପୁର କାଳୀମନ୍ଦିର ସାହିର ସଦାନଦ ସାହୁ ,ରବୀନ୍ଦ୍ର ନାଥ ସାହୁ, ସନ୍ତୋଷ ସାହୁ, ସୁରେଶ ସାହୁ, କୃପା ସାହୁ, ଶିବ ବେହେରା, ଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

‘ଇନସ୍ପାଏରିଂ ଇନୋଭେଟର୍ସ’ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ ନେଟଫ୍ଲିକ୍ସ ସହିତ ଭାରତ ସରକାରଙ୍କ ସହଭାଗିତା

January 14, 2026

ଶ୍ରୀବଳଦେବଜୀଉ ମନ୍ଦିରର ମକର ସଂକ୍ରାନ୍ତି: ଭିନ୍ନ ଏକ ପରଂପରା, ଭିନ୍ନ ରୀତିନିତି

January 14, 2026

ଆଜିଠାରୁ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଓ ପିଠାସୀନ ଅଧିକାରୀଙ୍କ ୨୮ତମ ସମ୍ମିଳନୀ

January 14, 2026

ନିଜ ଜୀବନ ତ୍ୟାଗ ପାଇଁ ମକର ସଂକ୍ରାନ୍ତି ଦିନକୁ କାହିଁକି ବାଛିଥିଲେ ଭୀଷ୍ମ ପିତାମହ, ଜାଣନ୍ତୁ

January 14, 2026

Makar Sankranti: ଆଜି ରାଜଧାନୀରେ ଜମିବ ମକର ମାହୋଲ, ଶିଶିର ସରସ ମେଳାରେ ଉଡିବ ଗୁଡ଼ି 

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.