Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କାଳୁପଡାଠାରେ ଆର.ଏସ୍‌.ଏସ୍‌ ଏବଂ ଦି ବ୍ଲଡ ଡୋନର୍ସ ଓଡ଼ିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଞ୍ଚଳିକ

କାଳୁପଡାଠାରେ ଆର.ଏସ୍‌.ଏସ୍‌ ଏବଂ ଦି ବ୍ଲଡ ଡୋନର୍ସ ଓଡ଼ିଶା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

August 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଶ୍ରୀ ଗୁରୁଜୀ ସାପ୍ତାହିକ ମିଳନ, କାଳୁପଡା ଆନୁକୁଲ୍ୟରେ ଭାରତୀୟ ବିଦ୍ୟା ନିକେତନ ପରିସରରେ ମଣ୍ଡଳ ପ୍ରମୁଖ ପ୍ରଭାକର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜରିପଡା ପଞ୍ଚାୟତର ସରପଞ୍ଚ ଉମାକାନ୍ତ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ।


’ଦି ବ୍ଲଡ ଡୋନର୍ସ ଓଡ଼ିଶା’ ସଙ୍ଗଠନ ତରଫରୁ ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସହଯୋଗରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାକେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ଡ. ସ୍ବରୂପ ସାହୁ, ଲାବୋରେଟାରୀ ଟେକ୍‌ନସିଆନ ଅରୁଣ କୁମାର ସାହୁ, ଷ୍ଟାଫ୍‌ ନର୍ସ ଶ୍ବେତାଲିନ୍‌ ଜେନା, ଅମରଜ୍ୟୋତି ମହାପାତ୍ର, ରଶ୍ମିକାନ୍ତ ମହାରଣା, ବଳରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ୍‌ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବାର ସୂଚନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଘଡାଇ, ମାନସ ମହାରଣା, ସୌମ୍ୟ ରଞ୍ଜନ ପୁରୋହିତ, ସନ୍ତୋଷ ପାତ୍ର,ସୁଧାଂଶୁ ବେହେରା, ଅଶୋକ ମହାପାତ୍ର, ସୁଶାନ୍ତ ବେହେରା, ଦୀପକ ବେହେରା, ଗୁନା ବେହେରା, ଅଶୋକ ନାୟକ, ସାଗର ସାହୁ, ଝରଣା ବେହେରା ପ୍ରମୁଖ ରକ୍ତଦାନ କରିଥିଲେ।

ସେହିପରି ସନ୍ତୋଷ ସାହୁ, ନକୁଳ ବେହେରା, ଜୀମୂତଜୟ ମତ୍ତଗଜ ସିଂହ, ଲଳିତନାରାୟଣ ମହାପାତ୍ର, ପ୍ରଫୁଲ୍ଲ ପ୍ରଧାନ, ଗୌରୀ ବେହେରା, ନିଲୁ ସାହୁ, ସ୍ବପ୍ନେଶ ପାତ୍ର, ଦୀପକ ବେହେରା, ମିଥୁନ ବେହେରା, ସ୍ବପ୍ନସରିତ୍‌ ବଳିୟାରସିଂହ, ରାମଚନ୍ଦ୍ର ଭୋଳ, ମାନସ ଜେନା, ଭଗବାନ ଗୁରୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନକରାଯାଇଥିଲା। କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହିତ ସାନିଟାଇଜେସନ୍‌ ଉପରେ ଗୁରୁତ୍ବ ଦିଆଯାଇଥିଲା।

BJP Ads
blood donation camp RSS
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025

ବାଲୁଗାଁ କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ

November 3, 2025
BJP Ads
Latest News

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025

ବିହାର ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ବମ୍ପର ମତଦାନ, ୨୦୨୦ ତୁଳନାରେ ୧୦% ଅଧିକ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.