Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗଂଜାମ ଜିଲ୍ଲାରେ ୧୬୨ ନୂତନ ସଂକ୍ରମିତ ଚିହ୍ନଟ: ୪ ମୃତ
ଆଞ୍ଚଳିକ

ଗଂଜାମ ଜିଲ୍ଲାରେ ୧୬୨ ନୂତନ ସଂକ୍ରମିତ ଚିହ୍ନଟ: ୪ ମୃତ

August 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ପ୍ରଶାସନର ନିୟନ୍ତ୍ରଣରେ ରହିଛି। ପ୍ରାୟ ଏକମାସ ପରେ ଆଜି ସଂକ୍ରମିତ ସଂଖ୍ୟା ଦୁଇଶହ ତଳକୁ ଖସି ୧୬୨ ଚିହ୍ନଟ ହୋଇଛି। ସମୁଦାୟ ୮୦୭୩ ଜଣଙ୍କ ପରୀକ୍ଷା କରାଯାଇଥିବାବେଳେ ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିପାରୁନାହିଁ। ଆଜି ମଧ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ୪୨ ବର୍ଷୀୟ ଯୁବକ, ଜଣେ ୫୦ ବର୍ଷୀୟ ମହିଳା, ଜଣେ ୭୦ ବର୍ଷୀୟ ବୃଦ୍ଧ ଏବଂ ଜଣେ ୫୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି।

ନୂତନ ସଂକମ୍ରିତ ମଧ୍ୟରେ ଜଗନ୍ନାଥପ୍ରସାଦରୁ ୩, ଭଂଜନଗରରୁ ୩, ବେଲଗୁଣ୍ଠାରୁ ୩, ବୁଗୁଡ଼ାରୁ ୧, ସୋରଡ଼ାରୁ ୧, ଆସିକାରୁ ୧୬, ପୋଲସରାରୁ ୬, ଖଲିକୋଟରୁ ୯, ସାନଖେମୁଣ୍ଡିରୁ ୩, କବିସୂର୍ଯ୍ୟନଗରରୁ ୯, ପୁରୁଷୋତ୍ତମପୁରୁର ୪, ହିଂଜିଳିକାଟୁରୁ ୧୦, ଗଂଜାମରୁ ୭, ଛତ୍ରପୁରୁରୁ ୧୫, ରଙ୍ଗେଇଲୁଣ୍ଡାରୁ ୧୫, କୁକୁଡ଼ାଖଣ୍ଡିରୁ ୬, ଚକିଟିରୁ ୫, ଦିଗପହଣ୍ଡିରୁ ୩, ପାତ୍ରପୁରରୁ ୧୦ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ୧୫୮୮୬ ରହିଥିବାବେଳେ ୧୩୭୭୩ ସୁସ୍ଥ ହୋଇଛନ୍ତି। ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯୪୩ ଆକ୍ଟଭ୍ କେସ ରହିଛି। ସେହିପରି ବ୍ରହ୍ମପୁରରେ ସମୁଦାୟ ୨୮୬୧ ମାମଲା ଚିହ୍ନଟ ହୋଇଥିବାବେଳେ ୨୪୯୬ ଜଣ ସୁସ୍ଥ ହୋଇଛନ୍ତି। ୩୧୫ଟି ଆକ୍ଟିଭ୍ କେସ ରହିଥିବାବେଳେ ୫୦ ଜଣଙ୍କ ମୃତ୍ୟୁ ଘଟିଛି।

କରୋନା ସଂକ୍ରମଣ ଗଂଜାମ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.