Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ମା’ ପାଣ୍ଡବାଶୁଣୀ ମନ୍ଦିରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା
ଆଞ୍ଚଳିକ

ବାଣପୁର ମା’ ପାଣ୍ଡବାଶୁଣୀ ମନ୍ଦିରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା

September 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ। ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ଏହାର ନିର୍ଦ୍ଦେଶକ ଅଟନ୍ତି ନିରଞ୍ଜନ ବେହେରା ଓ ପ୍ରଯୋଜକ ଅଟନ୍ତି ଶଙ୍କର ବେହେରା।  ଆଜି ଚଳଚ୍ଚିତ୍ରର ପୁରା ଟିମ ମୋରାମୋରି ସ୍ଥିତ ମା ପାଣ୍ଡବାଶୁଣୀଙ୍କ ପିଠରେ ଆଶୀର୍ବାଦ କାମନା ପାଇଁ ଆସିଥିଲେ। ସେଠାରେ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ଭୁବନେଶ୍ୱର ଫେରିଯାଇଛନ୍ତି।

ଚଳଚ୍ଚିତ୍ରର ସୁଟିଙ୍ଗ ଦେଶର ବିଭିନ୍ନ ପ୍ରାନ୍ତରେ ହେବାକୁ ଥିବାବେଳେ ଶେଷ ସୁଟିଙ୍ଗ ଦିବସ ଅକ୍ଟୋବର ୨୩ ଧାର୍ଯ୍ୟ କରାଯାଇଛି ଏବଂ ସେହିଦିନ ଚଳଚ୍ଚିତ୍ରର ଶେଷ ଭାଗ ସୁଟିଙ୍ଗ ମା’ ପାଣ୍ଡବାଶୁଣୀଙ୍କ ପିଠରେ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅମ୍ଲାନ ଓ ରିୟାଙ୍କୁ ଦେଖିବା ପାଇଁ ଚଳଚ୍ଚିତ୍ର ପ୍ରେମୀମାନଙ୍କର ଭିଡ ଜମିଥିଲା। ଉଭୟଙ୍କୁ ଅତି ନିକଟରୁ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ଅନୁଭବ କରିଥିଲେ।

ବାଣପୁର ମହୁରତ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଫଳ ପେଟିରେ ଗଞ୍ଜେଇ : ଦୁଇ ଗିରଫ

April 7, 2026
Latest News

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଭାରତରେ ପରିବର୍ତ୍ତନର ଧାରା!: ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG- EV କାରର ବଢୁଛି ଚାହିଦା

April 9, 2026

ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.