ଭୁବନେଶ୍ୱର: ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରାଯାଇଛି। ଡିଆଇଜି ଓ ଏସପି ସ୍ତରରେ ଏହି ବଦଳି ହୋଇଛି। ୧୩ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି।
୧-ତାଳଚେର ଆଇଜି ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ
୨-ଭଦ୍ରକ ଏସପି କୋରାପୁଟ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କୁ କୋରାପୁଟ ଡିଆଇଜି
୩- କୋରାପୁଟ ଡିଆଇଜି ସଫିନ ଅହମ୍ମଦଙ୍କୁ ଟେକ୍ନିକାଲ ଡିଆଇଜି
୪-ଏସପି ସିଆଇଡି ସିବି ସାର୍ଥକ ଷଡଙ୍ଗୀଙ୍କୁ ଅନୁଗୁଳ ଡିଆଇଜି
୫-ଏସପି, ଇଓଡବ୍ଲୁ ଅବିନାଶ କୁମାରଙ୍କୁ ଏସଏପି ଡିଆଜି
୬-ଏସପି କେନ୍ଦ୍ରପଡା ନୀତିଶେଖରଙ୍କୁ ପରିବହନ ବିଭାଗ ଅତିରିକ୍ତ କମିଶନର
୭- କହଳାହାଣ୍ଡି ଏସପି ବି ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି
୮-ଯାଜପୁର ଏସପି ଚରଣ ସିଂହ ମୀନାଙ୍କୁ ଭଦ୍ରକ ଏସପି
୯-ରାଉରକେଲା ଏସପି କେ ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି
୧୦-ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି
୧୧-ବଲାଙ୍ଗିରି ଏସପି ଏମ. ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି
୧୨-କୋରାପୁଟ ଏସପି ମୁକେଶ ଭାମୁଙ୍କୁ ରାଉରକେଲା ଏସପି
୧୩-ରାୟଗଡା ଏସପି ଶ୍ରବଣା ବିବେକଙ୍କୁ କଳାହାଣ୍ଡି ଏସପି
୧୪-ନବରଙ୍ଗପୁର ଏସପି କୁଶଲକର ନୀତିନ ତୁଗଡଙ୍କୁ ବଲାଙ୍ଗୀର ଏସପି
୧୫-ଏଆଇଜି ହେଡକ୍ଵାର୍ଟରସ ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି
୧୬-ଏସଡିଓପିଓ ଜୟପୁର ବରୁଣ ଗୁଣ୍ଡୁପାଲୀଙ୍କୁ କୋରାପୁଟ ଏସପି
୧୭- ଏସଡିଓପିଓ ତାଳଚେର ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ ଏସପି
୧୮-ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ହେଡକ୍ଵାର୍ଟରସ
୧୯- ଏସଡିଓପିଓ ମାଲକାନଗିରି ପ୍ରହଲ୍ଲାଦ ମିନାଙ୍କୁ ନବରଙ୍ଗପୁର ଏସପି
୨୦-ରାଜ୍ୟ ପୋଲିସ ହେଡକ୍ଵାର୍ଟରସ ଅଖିଳେଶ୍ୱର ସିଂଙ୍କୁ ଏସଓଜି କମାଣ୍ଡାଣ୍ଟ
୨୧-କେନ୍ଦ୍ର ଡେପୁଟେସନ ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି
୨୨-ଅତିରିକ୍ତ ଏସପି ଭଦ୍ରକ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଏସପିଭାବେ ବଦଳି କରାଯାଇଛି।